କଣେଇ ଚାହଁ ନା ଆଉ
କଣେଇ ଚାହଁ ନା ଆଉ
ତୋ ଆଖି ଦେଖି
ହେଲି ଜାକି ଜୁକି
କଣେଇଁ ଚାହଁନା ଆଉ ।
ତୋ ବଦନ ଦେଖି
ଦେଲେ ଟିକେ ଡାକି
ଦେଖାଉ ତୁ କେତେ ଭାଉ ।
ତୋ ଓଠକୁ ଦେଖି
ହସକୁ ପାରେନି ରୋକି
ଗୋଲାପ ଫୁଲ ତ ଥାଉ ।
ତୋତେ ତ ମୁଁ ଦେଖି
ପାରିବିନି ଆଉ ଟାକି
ହୁଅନା ତୁ ମିଆଉଁ ମିଆଉଁ ।
ତୋ ଆଖି ଦେଖି
ହେଲି ଜାକି ଜୁକି
କଣେଇଁ ଚାହଁନା ଆଉ ।
ତୋ ବଦନ ଦେଖି
ଦେଲେ ଟିକେ ଡାକି
ଦେଖାଉ ତୁ କେତେ ଭାଉ ।
ତୋ ଓଠକୁ ଦେଖି
ହସକୁ ପାରେନି ରୋକି
ଗୋଲାପ ଫୁଲ ତ ଥାଉ ।
ତୋତେ ତ ମୁଁ ଦେଖି
ପାରିବିନି ଆଉ ଟାକି
ହୁଅନା ତୁ ମିଆଉଁ ମିଆଉଁ ।