Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Romance

1.0  

Abhakanta

Romance

ପୀରତି ବୋଲି ଏ ତିନୋଟି ଅକ୍ଷର

ପୀରତି ବୋଲି ଏ ତିନୋଟି ଅକ୍ଷର

1 min
13.9K


ପୀରତି ବୋଲି ଏ ତିନୋଟି ଅକ୍ଷର

 

ଆଭାକାନ୍ତ ମହାନ୍ତି

 

ପୀରତି ବୋଲି ଏ ତିନୋଟି ଅକ୍ଷର

       କିଏ ଆଣିଲା ଏ ଧରାକୁ,

ପ୍ରେମ ବୋଲି ଯେଉଁ ଅଛିଣ୍ଡା ବନ୍ଧନ

       କିଏ ରଚିଲା ଏ ଧାରାକୁ ? । ୦ ।

 

ପ୍ରୀତିପୂର୍ଣ୍ଣ ମନ ସାଜେ ମହାନ

ଯଦି ଛୁଏଁ ତା'ରେ ଅଖିଳ ପ୍ରେମ,

କାମନା ଯଦି ତା ରାହାରୁ ହଟେ

ସାରା ବ୍ରହ୍ମାଣ୍ଡରେ ତା ନାମ ରଟେ,

କାମନା ପିନ୍ଧିଲେ ପୀରତିର ଖୋଳ

       ସରା ମଣେ ସିନା ଧରାକୁ,

       ଡର ଲାଗେ ଆଖି-ତାରାକୁ । ୧ ।

 

ପ୍ରେମର ସଙ୍ଗୀତ ପ୍ରକୃତି ଗାଏ

ପ୍ରେମ ବୃକ୍ଷେ ଅମୃତ ଫଳ ହୁଏ,

ପ୍ରେମ କ୍ଷଣିକରେ ଅସାଧ୍ୟ ସାଧେ

ଭଗବାନ ବନ୍ଧା ପ୍ରେମର ଛନ୍ଦେ,

କାମନା ଜନ୍ମାଇ ପ୍ରେମ ଭୁଲୁ ତୁହି

       ବିଫଳାଇ ଜନ୍ମସାରାକୁ,

       ଭୁଲି ମହନୀୟ ଧାରାକୁ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Romance