Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Classics

3  

Jharana Rout

Classics

"କୋଟି ସଲାମ ହେ ବୀର ଜୀବନ "

"କୋଟି ସଲାମ ହେ ବୀର ଜୀବନ "

1 min
207


      


     ଦେଶରେ ତୁମେ ବୀର ସନ୍ତାନ

         ତୁମକୁ ହୃଦୟରୁ ପ୍ରଣାମ

      ଏହି ଦେଶ ପାଁଇ ପ୍ରାଣ ବି ଦେଉଛ

         ତୁମକୁ ହୃଦୟରୁ ସଲାମ |




      ନିଜ ପରିବାର ପଛରେ ପକାଇ

         ଦେଶ ପାଁଇ ଲଢେଇ କରୁଛ

      ନିଜ ଜୀବନକୁ ପଛରେ ପକାଇ

         ହସି ହସି ଜୀବନ ଦେଉଛ |




     ମାଟିର ସନ୍ତାନ ମାଟିର ଗାଥା

        ତୁମେ ହିଁ ବୀର ଯବାନ

      ତୁମ ତ୍ୟାଗ ପାଁଇ ଏ ମାଟି ଆଜି

        ଗାଉଛି ତୁମର ଜୟ ଗାନ |




     

     ହାରିବା କଥା ତୁମେ ଶିଖିନାହଁ

        ଆସୁ ଯେତେ ବାଧାବିଂଘ୍ନ

     ଦେଶ ପାଁଇ ତୁମେ ଲଢେଇ କରିକି

        ଦେଇ ଦିଅ ତୁମର ଜୀବନ |




    ହେ ବୀର ଯବାନ ହେ ବୀର ପୁତ୍ର

      ତୁମେ ଏ ଦେଶର ଗୌରବ

    ଯେତେ କହିଲେ ମନ ବୁଝେ ନାହିଁ

       ତୁମେ ଏ ଦେଶର ମହାନ |

  

    


        

    



    


Rate this content
Log in

Similar oriya poem from Classics