Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKESH MUDULI

Others

4  

RAKESH MUDULI

Others

ମୋ ଗେହ୍ଲା ମା

ମୋ ଗେହ୍ଲା ମା

1 min
265


ଯେତେ ମୁଁ ଲେଖିଲେ ତୋ ବିଷୟରେ 

         ଲାଗୁଚି କମ୍ ମତେ

ତୋ ପାଖେ ମା କି ଯାଦୁ ଅଛି ଲୋ 

       ଭାବୁଛି ଖାଲି ମୁଁ ତତେ ।


ଭାବନାରେ ମୋର ସବୁବେଳେ ଥାଉ

        ଭୁଲିପାରେ ନାହିଁ କାହିଁ

ଶୋଇବାକୁ ମା ତୋରି କୂଳ ରେ

      ରହିଥାଏ ସଦା ଚାହିଁ ।


ତୋ କୋଳରେ ମା କେତେ ଶାନ୍ତି ଥାଏ

      କେଉଁଠି ମିଳେନି ସିଏ

ବିପଦ ଆସିଲେ ତା କାନି ପଣତେ

      ଆମକୁ ଲୁଚାଇ ଦିଏ ।


ନିଜେ ହସି ସିଏ ଆମକୁ ହସାଏ

      ମା ପରି କିଏ ହେବ

ମା ସବୁବେଳେ ଆମ ପାଖେ ଥିଲେ 

     ସ୍ନେହ ଶ୍ରଦ୍ଧା ଢ଼ାଳି ଦେଵ ।



Rate this content
Log in