Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Kumar jena

Fantasy

3  

Amit Kumar jena

Fantasy

ପ୍ରକୃତି ସର୍ଜନା

ପ୍ରକୃତି ସର୍ଜନା

1 min
285


କାଳର କରାଳ ଚକ ର ଘୁର୍ଣ୍ଣନେ

     ରାତି ପାହି ଦିନ ଆସୁଛି ,

ଜୀବନ ମଞ୍ଚରେ ଅଭିନୟ ସାରି 

     ବାର ପକ୍ଷ ତିଥି ଗଡୁଛି ।


ବରଷକ ଅଟେ ବାରମାସ ପୁଣି

     ବରଷକ ଛଅ ଋତୁ

ଭେଦରେ ଯିଏ ଯେମିତିବି ହେଉ

     ଜନମ,ଗୋଟିଏ ମାଆ ର ଗର୍ଭୁ ।


ରୁପାର ଚାଦରେ ସୁନାର ଶିଶିର

     ଶୀତୁଆ ସକାଳ ମଜା

ଖୁସିରେ ବିଭୋରେ ଆଲ୍ହାଦିତ ହୋଇ

     ବଜାରେ ବାଇଦ ବଜା ।


Rate this content
Log in