ସେ...
ସେ...
ହଳଦିଆ ଅଭିମାନ,
ମନ ତା' ସବୁଜ l
ଆଖିରେ ତା' ଅଙ୍କା ବଙ୍କା,
ପ୍ରେମର ମୂରୁଜ l
ଜୀବନ ଆକାଶରେ,
ଯେବେଠୁଁ ଉଇଁଲା ସିଏ
ସୁନେଲି ସକାଳ ଆଉ
ଗୋଲାପୀ ସଞ୍ଜ ହୁଏ ।
ଇନ୍ଦ୍ରଧନୁ ରଙ୍ଗ ନେଇ
ନୁହେଁ ମୁଁ ସୁନ୍ଦର
ଚନ୍ଦ୍ରଭାନୁ ମନ ନେଇ,
ସିଏ ମୋ ନିଜର l
ହଳଦିଆ ଅଭିମାନ,
ମନ ତା' ସବୁଜ l
ଆଖିରେ ତା' ଅଙ୍କା ବଙ୍କା,
ପ୍ରେମର ମୂରୁଜ l
ଜୀବନ ଆକାଶରେ,
ଯେବେଠୁଁ ଉଇଁଲା ସିଏ
ସୁନେଲି ସକାଳ ଆଉ
ଗୋଲାପୀ ସଞ୍ଜ ହୁଏ ।
ଇନ୍ଦ୍ରଧନୁ ରଙ୍ଗ ନେଇ
ନୁହେଁ ମୁଁ ସୁନ୍ଦର
ଚନ୍ଦ୍ରଭାନୁ ମନ ନେଇ,
ସିଏ ମୋ ନିଜର l