ଶବ୍ଦ ସରଳ ମନର
ଶବ୍ଦ ସରଳ ମନର
1 min
14
କାହ୍ନାରୁ ଶ୍ରୀକୃଷ୍ଣ ଯାତ୍ରା ଖୁବ ଜଟିଳ ଥିଲା ରାଧିକେ
ସ୍ନେହ ଆଦର ପ୍ରତିଷ୍ଠା ଆଧିପତ୍ୟ ସବୁ ତ ଥିଲା
ଉଣା ଅଧିକେ
ଖାଲି ଅଭାବ ଥିଲା ନିଃସର୍ତ୍ତ ପ୍ରେମର
ଯାହାକୁ ଝୁରୁଛି ମୁଁ ଶରାଘାତ ହୋଇ ଶିଆଳି ଲଟାରେ......