ଶିକ୍ଷା
ଶିକ୍ଷା
ଶିକ୍ଷା ଅଟଇ ଆମ ଜୀବନ
ବାଲ୍ୟ କାଳୁ କରିବା ଶିକ୍ଷା ଉପାର୍ଜନ
ଶିକ୍ଷା ବିନା ଜୀବନ ହେବ ଅନ୍ଧକାର
ଶିକ୍ଷିତ ହୋଇ ସମ୍ଭାଳିବା ଦେଶର ଭାର
ଆମେ ଶିକ୍ଷିତ ହେଲେ ଭବିଷ୍ୟତ ଗଢିବା
ଉନ୍ନତିର ପଥେ ଆଗେଇ ଯିବା
ଝିଅ ବୋହୁ ହେଲେ ପାଠୋଇ
ଆମ ଦେଶ ଯିବ ଆଗେଇ
ଶିକ୍ଷା ଠାରୁ କେବେ ଦୁରେଇ ନ ଯିବା
ସବୁ ପିଲା ପଢା ରେ ମନ ଲଗାଇବା
ଯେଉଁ ଠାରୁ ଯେଉଁ ଶିକ୍ଷା ମିଳେ ଗ୍ରହଣ କରିବା
ଶିକ୍ଷା କେବଳ ଜିବକା ପାଇଁ ନୁହେଁ ଜୀବନ ପାଇଁ ଜାଣିବା ।