ଶରତ
ଶରତ
ଇଏ ମାଆଙ୍କର ଋତୁ
ଆକାଶ, ଧରଣୀ ,ନଈ ଓ ସମୁଦ୍ର
ସବୁଠି ସ୍ନେହ ସବୁଠି ସରାଗ
ଅଞ୍ଜୁଳା ପାତିଲେ ହସ ଝରିପଡେ
କାକର ପରିକା
ନୟନ ନିମୀଳିତ କଲେ
ଅବତୀର୍ଣ୍ଣା ସ୍ଵୟଂ ସ୍ଵୟଂପ୍ରଭା।
ଇଏ ମାଆଙ୍କର ଋତୁ
ଆକାଶ, ଧରଣୀ ,ନଈ ଓ ସମୁଦ୍ର
ସବୁଠି ସ୍ନେହ ସବୁଠି ସରାଗ
ଅଞ୍ଜୁଳା ପାତିଲେ ହସ ଝରିପଡେ
କାକର ପରିକା
ନୟନ ନିମୀଳିତ କଲେ
ଅବତୀର୍ଣ୍ଣା ସ୍ଵୟଂ ସ୍ଵୟଂପ୍ରଭା।