Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhashree Bhattamisra

Abstract

4.0  

Sudhashree Bhattamisra

Abstract

ସମ୍ପର୍କ

ସମ୍ପର୍କ

1 min
215


ସମ୍ପର୍କର

କଣ୍ଟକିତ ଗୋଲାପ ବନରେ

ମୁଁ ଆଜି ସହିଛି

କେତେ ମାନ ଆଉ ଅପମାନ

ଆହତ କ୍ଷତ ଵିକ୍ଷତ,

ସମ୍ପର୍କ ଏକ ଅବିଛେଦ୍ୟ ଅଙ୍ଗଟିଏ

ଅସ୍ତିତ୍ବ ନଥାଏ କିଛି ମାନେ ନଥାଏ

ଏ ସମ୍ପର୍କ ଆତ୍ମା ସହିତ ପରାତ୍ମା ଜୀବନର

ସଂଜ୍ଞାହୀନ ଲାଗେ

ଭିତ୍ତିହୀନ ପ୍ରାସାଦ ଅଟ୍ଟାଳିକା ଟିଏ ଜୀବନ

କଳ୍ପନା ହିଁ କରିହୁଏନା

ବୁଝିବାକୁ ଅନ୍ତିମ ସତ୍ୟ

ଫେରିବାକୁ ଲକ୍ଷ୍ୟସ୍ଥଳୀ ।


Rate this content
Log in

Similar oriya poem from Abstract