Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ତୁମେ ମୋର ବନ୍ଧୁ

ତୁମେ ମୋର ବନ୍ଧୁ

1 min
127



ତୁମେ ଗୁରୁବ୍ରହ୍ମା     ତୁମେ ମହେଶ୍ବର

      କାଳିଆ ଠାକୁର ମୋର

ତୁମେ ମୋର ବନ୍ଧୁ   ତୁମେ ମୋର ସଖା

      ମାତାପିତା ସହୋଦର ।


ନ ଜାଣଇ ଆନ   ତୁମ ବିନା ନାଥ

     ତୁମେ ତ ସାହା ଭରସା

ଜଗତର ନାଥ   କାଳିଆ ସାଆନ୍ତ

     ତୁମେ ଥାଉଁ ନାହିଁ ଚିନ୍ତା

     ଲୋଡା ନାହିଁ ଧନ ମୋର

ରଙ୍ଗା ଅଧରର      ମଧୁଝରା ହସ

     ଝଲକେ ଲିଭୁ ଅନ୍ଧାର ।

ତୁମେ ମୋର ବନ୍ଧୁ


ନିରାଶ ମନରେ   ବିନାଶ କାଳରେ

      ତୁମ ରୂପ ଆଶା ଜ୍ୟୋତି

ଏକା ପ୍ରଭୁ ତୁମେ   ଜୀବନ ଦ୍ୟୋତକ

       ତୁମ ପଥ ଗତିମୁକ୍ତି

      କୃପାକର ଚକ୍ରଧର

ମାୟା ସ°ସାରରେ   ମରୁଝର ତୁମେ

     ଜୀବନର ସୂତ୍ରଧର ।

ତୁମେ ମୋର ବନ୍ଧୁ


Rate this content
Log in

Similar oriya poem from Classics