Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ଜଳକା ଗରିବ ଚାହିଁକି

ଜଳକା ଗରିବ ଚାହିଁକି

1 min
6



ବସି ଖାଉଥିଲେ   ସରେ ନଈବାଲି

     ଜଳଧାର ହୁଏ ଶୁଷ୍କ 

କଷ୍ଟ ନ କରିଲେ   ମିଳେ ନାହିଁ କୃଷ୍ଣ 

     ଜୀବନଟା ନିରର୍ଥକ 

     ଅଟେ ପରିଶ୍ରମ ମୂଳ

ନବୁଣିଲେ ଧାନ    ହୁଏନି ଅମଳ

   ଫସଲ ହେଉ ବା ଫଳ ।

ପରଜୀବୀ ହୋଇ   ବଞ୍ଚି ରହିବାକୁ

    କରନ୍ତି ଥୋକେ ପସନ୍ଦ 

ଆଖି ବୁଜିଦେଇ   ନିଅନ୍ତି ବାହାବାଃ

     ବୁଝନ୍ତିନି ଭଲମନ୍ଦ 

    ନକରି ନିଜ କର୍ତ୍ତବ୍ଯ 

ପାହାର ପକାନ୍ତି   ଚାଲିବା ବଳଦେ

    ନିନ୍ଦନ୍ତି ସାଧବ ଭାଗ୍ଯ ।

ପୁଅ ଅଫିସର   ପୋଲିସ ଶିକ୍ଷକ

   ଝିଅ ବି କରନ୍ତି ଚାକିରୀ

ଉଠାନ୍ତି ସୁବିଧା   ବାର୍ଦ୍ଧକ୍ଯର ଭତ୍ତା

   ତଥାପି ମାଗଣା ଉପୁରି

   ଯୋଜନା ନାମରେ ଭେଳିକି

ଖାଉଛନ୍ତି ଲୁଟି    ମାରୁ ମହାପାତ୍ରେ

    ଜଳକା ଗରିବ ଚାହିଁକି ।

        



Rate this content
Log in

Similar oriya poem from Tragedy