Saroj Kumar Jena

Inspirational

3  

Saroj Kumar Jena

Inspirational

ବୀର କନ୍ୟା ବଳାଙ୍ଗୀ

ବୀର କନ୍ୟା ବଳାଙ୍ଗୀ

1 min
185


ଅରାଟ ମୋ ମାଟି ରକ୍ତ ଯାଏ ତାତି

    ନାମ ତାର ଧରୁ ଧରୁ ,

ତନୁଜା ବଳାଙ୍ଗୀ ସୁତ ପରି ଭଙ୍ଗୀ

    ଦେଇଥିଲା ତଡ଼ି ଶତ୍ରୁ ।୧।

ହୋଇ ରାଜ ସୁତା ରଖିଗଲା ଗାଥା

     କାଟିଲା ଶତୃଙ୍କ ଶିର ,

ମରହଟ୍ଟା ଜାତି ନପାରିଲା ଜିତି

    ଗଡ଼ ନରସିଂହପୁର ।।୨।।


Rate this content
Log in

Similar oriya story from Inspirational