Jeenashree Routray

Others

4.0  

Jeenashree Routray

Others

ବୁଢ଼ୀ ଜେଜେ ମା ଓ ନାତି

ବୁଢ଼ୀ ଜେଜେ ମା ଓ ନାତି

2 mins
185


ଗୋଟିଏ ଥରକର କଥା, ରାଜ୍ୟ ରେ ଅନେକ ପ୍ରଜା ରହୁଥିଲେ,ସ୍ତୁ ଅଣ୍ଡା ର ସହିତ ସମୟ ଅତି ବହୁତ ହେଉଥିଲା, ରାଜା ପ୍ରଜା ମାନଙ୍କୁ ଅନେକ ଉପହାର, ବସ୍ତ୍ର, ଜମି ଏପରିକି ଖାଦ୍ୟ ମଧ୍ୟ ଯୋଗେଇ ଦେଉଥିଲେ,ତେଣୁ ରାଜା ଙ୍କୁ ପ୍ରଜା ମନେ ବହୁତ୍ ଆଦର ଓ ସମ୍ମାନ କରୁଥିଲେ। ଦୁର୍ଭାଗ୍ୟ ବଶତଃ ରାଜା ଙ୍କ ର ଅଳ୍ପ ଆୟୁଷ ରେ ମୃତ୍ୟୁବରଣ କରିଥିଲେ।

ରାଜ୍ୟ ରେ ପ୍ରଜା ମାନଙ୍କ ଉପରେ ଚଡ଼କ ପଡ଼ିଗଲା,ସମସ୍ତେ ବହୁତ୍ ଦୁଃଖ କଲେ,ରାଜା ଙ୍କ ଭା ର ତାଙ୍କ ଭାଇ ଙ୍କ ମୁଣ୍ଡ ରେ ନ୍ୟସ୍ତ କରାଗଲା,ସେ ତାଙ୍କ ବଡ ଭାଇ ଭଳି ପ୍ରଜାଙ୍କର ପ୍ରିୟପାତ୍ର ହୋଇପାରିଲେ ନାହିଁ।ରାଜ୍ୟ ରେ ବିଭିନ୍ନ ଅରାଜକତା ଦେଖା ଦେଲା।ପ୍ରଜାମାନଙ୍କର ଅବସ୍ଥା ବହୁତ୍ ଖରାପ୍ ହେଇଗଲା।ପରିସେଶ ରେ ରାଜ୍ୟ ରେ ମରୁଡି ଦେଖା ଦେଲା ଲୋକ କେହି ଭି ଖାଇବାକୁ ପାଇଲେ ନାହିଁ।ରାଜା ନିଷ୍ପତି ନେଲେ ଖାଦ୍ୟ ସମସ୍ୟା ଯୋଗୁ କିଛି ଲୋକ ଙ୍କୁ ପାଖରେ ଥିବା ଜଙ୍ଗଲ ପାହାଡ ଉପରକୁ ପାଠ ହେବ,ସମସ୍ତେ ଚିନ୍ତା ରେ ପଡିଲେ କେଉଁ ମାନଙ୍କୁ ପଠା ହେବ,ଶେଷ ରେ ରାଜା ଆଦେଶ ଦେଲେ ବୁଦ୍ଧ ଲୋକ ମାନଙ୍କୁ ସ୍ତାନତରଣ କରାହେବ।ସବୁ ଲୋକ ମାନେ ରାଜା ଙ୍କ ନିଷ୍ପତି ସନ୍ତୁଷ୍ଟ ନଥିଲେ।

ବହୁତ୍ ଲୋକ ତାଙ୍କ

ପିତା,ମାତା,ଜେଜେବାପା,ଜେଜେମା ଙ୍କୁ ଛାଡି ଵାକୁ ଇଛା କରିନଥିଲେ ହେଲେ ରାଜା ଙ୍କ ର କଡାର ନିଷ୍ପତି ପାଇଁ ବାଧ୍ୟ ହେଲେ,କିନ୍ତୁ ଜଣେ ବାଳକ ଆଉ ତା ର ଜେଜେମା ରହୁଥିଲେ,ସେ କାହାକୁ ନ କହି ଭୂତଳ କୋଠରୀରେ ତା ଜେଜେ ମା ଙ୍କୁ ରଖିଥିଲା।ସେ ତା ଜେଜେମା ଙ୍କୁ ବହୁତ୍ ଭଲ ପାଏ ।ତେଣୁ ରାଜା ଙ୍କ ଏହି ଆଦେଶ ରେ ମଧ୍ୟ ସେ ତା ଜେଜେମା ଙ୍କୁ ରଖି ଅତି ଅନ୍ନଦା ପାଉଥିଲା ଓ ସବୁ କଥା କହୁଥିଲା।ଦିନେ ସେ ରାଜ୍ୟ କୁ ଜଳେ ବଡ଼ ରାଜ୍ୟ ର ରାଜା ଆସି କହିଲେ ମୁଁ ସାହାଯ୍ୟ କରିବି ତୁମ ରାଜ୍ୟ କୁ ,କିନ୍ତୁ ମୋର କିଛି ପ୍ରଶ୍ନ ର ଉତ୍ତର ଦେବା କୁ ପଡ଼ିବ।ସେ ରାଜା ବହୁତ୍ କଷ୍ଟ ପ୍ରଶ୍ନ ପଚାରିଥିଲେ।କେହି କହିବାକୁ ସମର୍ଥ ହୋଇନଥିଲେ କିନ୍ତୁ ସେ ପିଲା ଟି ତ ଜେଜେମା ଙ୍କୁ ପଚା ରି ସ ଠିକ୍ ଉତ୍ତର ଦେଇଥିଲା,ସମସ୍ତେ ଚମକି ଯାଇଥିଲେ,କିପରି ଏତେ ଚୋଟ ପିଲା ଟି ସ ଠିକ୍ ଉତ୍ତର ଦେଇ ପାରିଥିଲା। ସେଥିପାଇଁ ସେ ପିଲା କୁ ଏକ ସଭା ଦକ ଯାଇ ସମ୍ମାନ କର ଯାଇଥିଲା ଓ ପଚରା ଯାଇଥିଲା କିପରି ଏତେ କଷ୍ଟ ର ପ୍ରଶ୍ନ ଉତ୍ତର ସେ ଦେଇପରିଥିଲ ଯାହା ଦ୍ଵାରା ସେ ରାଜ୍ୟ ର ଲୋକ ଖାଦ୍ୟ ସମସ୍ୟା ରୁ ବାହାରି ପାରିଥିଲେ।ସେ ପିଲାଟି ଠିକ୍ ଉତ୍ତର ଦେଇଥିଲା ଯେ ମୁଁ ଏ ପ୍ରଶ୍ନ ଉତ୍ତର ଜାଣିନଥିଲି ଓର ଜେଜେ ମା କହିଛନ୍ତି,ରାଜା ପଚା ରିଲେ ସମସ୍ତ ବରିଷ୍ଟ ଲୋକ ତ ଜଙ୍ଗଲ ଆଉ ପାହାଡ଼ ଉପରେ ରହୁଛନ୍ତି,ତେବେ ଜେଜେ ମା କିପରି ସେ କହିଥିଲା ମୁଁ ମୋ ଜେଜେ ମା ଙ୍କୁ ବହୁତ୍ ଭଲା ପା ଏ ସେ ମଧ୍ୟ ,ତେଣୁ ମୁଁ ଆପଣଙ୍କ ଆଦେଶ ନ ମନି ମୋ ଜେଜେ ମା ଙ୍କୁ ଲୁଚେଇ ଭୂତଳ ଘରେ ରଖିଛି।ଓ ତାଙ୍କୁ ସେ ପ୍ରଶ୍ନ ପଚାରୁ ମୁଁ ଉତ୍ତର ଦେଇପାରିଥିଲି ତେଣୁ ସେ ହିଁ ଅସଲି ସମ୍ମାନ ର ଅଧିକାରୀ। ସମସ୍ତେ ଖୁସି ହୋଇ ତାଳୀ ମାରିଥିଲେ।ଓ କହିଥିଲେ ବରିଷ୍ଟ ଲୋକ ନକରର ଅଭିଜ୍ଞତା ଥିବାରୁ ସେମାନଙ୍କର ମୟ ନେବା ଉଚିତ୍।ତାଙ୍କୁ ହେତ ମନେ କରିବା ଉଚିତ୍ ନୁହେଁ।


Rate this content
Log in