ବୁଦ୍ଦିଥିଲେ ଉପାୟ ମିଳେ
ବୁଦ୍ଦିଥିଲେ ଉପାୟ ମିଳେ
ଗୋଟିଏ ଗାଁ ରେ ରହୁଥିଲେ ଉଦୟ କୁମାର ଦାସ। ତାଙ୍କର ଗୋଟିଏ ବାଛୁରୀ ଥିଲା। ବାଛୁରୀ ର ନାମ ଥିଲା ସୁକୁରୀ।ସୁକୁରୀ ବହୁତ ବୁଦ୍ଧିଆ ଥିଲା।
ଥରେ ବାଛୁରୀ ବଣରେ ଚରୁଥାଏ। ହଠାତ୍ କିଣି ସେ ଦେଖିଲା ଯେ ତା'ର ଟିକେ ଆଗରେ ଏକ ମହାବଳ ବାଘ ଅଛି। ସେ ବାଘକୁ ଦେଖି ବହୁତ ଡରିଗଲା।
ବାଘ :ଆଜି ମୁଁ ତୋତେ ଖାଇବି।
(ବାଛୁରୀ ଗୋଟେ ଉପାୟ ବାହାର କଲା।)
ବାଛୁରୀ: ତମେ ଏ ଜଙ୍ଗଲ ରେ ତମେ ହେଲେ ମହାବଳ ରାଜା। ତମେ କେତେ ଜୀବଙ୍କର ମାଉଁସ ଖାଇଛ। ତୁମ ଦାନ୍ତ ଅପରିିିଷ୍କାର ହୋଇ ଯାଇଥିବ। ତୁମେ ଯାଅ ବଉଳ ପୋଖରୀ ଗାଡିଆରୁ ଦାନ୍ତ ମୁହଁ ଧୋଇ ଆସିବ।
ବାଘ ଏହାକୁ ଠିକ୍ ଭାବିଲା ଏବଂ ସେ ବଉଳ ପୋଖରୀ ଗାଡିଆରୁ ଦାନ୍ତ ମୁହଁ ଧୋଇ ବାକୁ ଗଲା।
ଏହି ବାହାନାରେ ବାଛୁରୀ ସେଠାରୁ ଦଉଡିି ଦଉଡି ପଳାଇ ଗଲା। ସେ ଯାଇତେ ଯାଇତେ ବହୁତ ରାତି ହୋଇଗଲା। ଏବଂ ସେ ଏକ ଗୁମ୍ଫା ଭିତରକୁ ପଳାଇ ଗଲା।
ସେହି ଗୁମ୍ଫା ଟିି ଏକ ସିଂହ ର ଥିଲା।ଯେତେବେଳେ ବାଛୁରୀ ଟି ସିଂହ କୁ ଦେଖିିିଲା, ସେ ଭାବିିଲା ଏଥର ସେ ସିିଂହ ଆଗରେ ବଳିି ପଡିିବ।
ସିଂହ ଟି ଦେଖିଲା, ଗୁମ୍ଫା ଭିତରେ ଦୁଇଟି ଜଳୁଥିବା ଆଖି ଦେଖାଯାଉଛି। ବାଛୁରୀ ଟି ପୁୁୁଣିି ଉପାୟ ବାହାର କଲା ଏବଂ କହିଲା ମୋର ଦୁୁୁୁଇଟି ସିିଂହ ଗୋଟେ ସିଂହ ମାରିବା ପାଇଁ ଓ ଆଉ ଗୋଟେ ସିଂହ ସିଂହ ମାରିବା ପାଇଁ।
ଏହା ଶୁଣି ସିଂହ ଡରିଗଲା ଏବଂ ସେ ଯାଇ ଆଉ ପାାଞ୍ଚଜଣ ସିଂହ କୁ ଡାକିିିିିିି ଆଣିିିଲା । ବାଛୁରୀ କହିଲା, ମୁଁ ତୋତେ ଦଶଟି ସିଂହ ଆଣିବାକୁ କହିଥିଲି। ହେଲେ ତୁ ପାଞ୍ଚ ଟି ସିଂହ ଆଣିଛୁୁ।ସବୁ ସିଂହ ଭାବିଲେ ଇଏ ବୋଧେ ଆମକୁୁ ବଳି ଦେବାକୁ ଆଣିଛି। ସମସ୍ତେ ଦୈଡି ଦୈଡିି ପଳାଇଲେ। ସିଂହ ମଧ୍ୟ ଦୈାଡି ପଳାଇଲା
ବାଛୁରୀ ମନ ଖୁସିରେ ନିଜ ଘରକୁ ଚାଲିଗଲା।