ପ୍ରଜ।ପତିର ପିଲାଦିନ
ପ୍ରଜ।ପତିର ପିଲାଦିନ
ଗଡିଆ ଟିଏ ଥିଲା ।ସେ ଗଡ଼ିଆର ପାଣିରେ ସେ ନିଜର ଛାଇ ଦେଖିଲା ଆଉ ମନେ ମନେ ଭାବିଲା ସେ ଦେଖିବାକୁ କେତେ ଅସୁନ୍ଦର । ମାଟିଆ ରଙ୍ଗ ଆଉ ଦେହ ସାରା ଖାଲି କଣ୍ଟା କଣ୍ଟା ,କିନ୍ତୁ ତାର ଚାରି ପାଖ ରେ ସବୁ କିଛି ଦେଖି ବାକୁ ବହୁତ୍ ସୁନ୍ଦର ଆଇ ରଙ୍ଗୀନ । ସମ୍ବାଲୁଆ ଟି ଫୁଲ ପାଖ କୁ ଗଲା ।
ଖୁସି ହୋଇ ସେ ନିଜର ଡେ ନା ସାହାଯ୍ୟ ରେ ଉଡ଼ି ବାକୁ ଲାଗିଲା ।
ନାଲି କଳା ରଙ୍ଗ ର ପ୍ରଜାପତି ତାକୁ ଦେଖି କହିଲା" ତୁମେ ତ ସତ କୁ ସତ ପ୍ରଜାପତି ଟିଏ।