ସୁରେନ୍ଦ୍ର ମିଶ୍ର

Others

4  

ସୁରେନ୍ଦ୍ର ମିଶ୍ର

Others

ଟ୍ରେନ

ଟ୍ରେନ

1 min
261


ସୁନ୍ଦରଗଡ଼: ମଙ୍ଗଳ ବାର ଦିନ ସନ୍ଧ୍ୟାରେ ଏକ ମାଲବାହୀ ଟ୍ରେନ ଚାଳକ ର ଆୟତ ର ବାହାରକୁ ଚାଲିଯିବାରୁ ସୁନ୍ଦରଗଡ଼ ଜିଲ୍ଲା ବିମଲଗଡ଼ ରେଲୱେ ୟାଡ଼ ପର୍ଯ୍ୟନ୍ତ ପଛୁଆ ପଛୁଆ ପ୍ରାୟ ୨୪ କିଲୋମିଟର ଯିବା ପରେ ଦୁର୍ଘଟଣା ଗ୍ରସ୍ତ ହୋଇ ଟ୍ରେନ ର ପଛରେ ଥିବା ୪ ଟି ବଗି ରେଳ ଧାରଣା ଚ୍ୟୁତ ହୋଇଛି। ଯାହା ଫଳରେ ଲୋକ ପାଇଲଟ ଓ ଗାର୍ଡ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ର ବିବାରଣୀରୁ ଜଣାପଡିଛି ଯେ,ଦୁର୍ଘଟଣା ଗ୍ରସ୍ତ ଟ୍ରେନ ଟି ବରସୁନା ରୁ ଲୁହାପଥର ବୋଝେଇ କରି ରାଉରକେଲା ଯାଉଥିଲା, ସେତେବେଳେ ଟ୍ରେନ ର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ଥିଲା। ହଠାତ ଟ୍ରେନ ଉପରୁ ଚାଳକ ନିୟନ୍ତ୍ରଣ ହରାଇ ବାରୁ ଟ୍ରେନ୍ ଟି ପଛକୁ ଗଡ଼ିବା ଆରମ୍ଭ କରିଥିଲା, ୨୪ କିମି ଗଡ଼ିବା ପରେ ଚାଳକ ବ୍ରେକ ମାରିବାରେ ସଫଳ ହେବାରୁ ଟ୍ରେନ ଟି ଦୁର୍ଘଟଣା ଗ୍ରସ୍ତ ହୋଇ ପଛରେ ଥିବା ଚାରୋଟି ବଗି ଧାରଣା ଚ୍ୟୁତ ହୋଇ ଯାଇଥିଲା। ଦୁର୍ଘଟଣା ର ଖବର ପାଇ ଅନ୍ୟ ଗୋଟିଏ ରିଲିଫ ଟ୍ରେନ ଘଟଣା ସ୍ଥଳ ରେ ପହଞ୍ଚି ଉଧାରକାର୍ଯ୍ୟ ଆରମ୍ଭ କରିଛି।

 


Rate this content
Log in