Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akankshyamayee Dash

Children Stories Classics

3  

Akankshyamayee Dash

Children Stories Classics

ଛୁଟି ଦିନର କଥା

ଛୁଟି ଦିନର କଥା

2 mins
194



   ଦିନେ ଗୋଟିଏ ଗାଁ ରେ ଉଜ୍ଜଳ କିରଣ ସହ ସୂର୍ଯ୍ୟ ଯେତେ ବେଳେ ଆକାଶରେ ଦେଖା ଦେଲେ , ହଠାତ ସେହି ସମୟରେ ତାଙ୍କର ମନକୁ ଗୋଟିଏ କଥା ଆସିଲା ।

   " ସମସ୍ତେ ତ ପୃଥିବୀରେ ଛୁଟି ଭୋଗ କରୁଛନ୍ତି ,ଆକାଶ ମେଘ।ଛନ୍ନ ହେଲେ ଚନ୍ଦ୍ର ଓ ତାରା ର ଛୁଟି ହେଉଚି । କିନ୍ତୁ ମୋର ତ ଦିନେ ହେଲେ ଛୁଟି ହେଉନି । କାହିଁକି କାହିଁକି, କାହିଁକି ! ତା ହେଲେ ମୋର ମଧ୍ୟ ଦିନେ ଛୁଟି ହେବାର କଥା ।

     ଠିକ୍ ସେତିକି ବେଳେ ରବି ମଧ୍ୟ ଗୋଟିଏ ଦିନ ଛୁଟି ନେବାକୁ ଇଚ୍ଛା ପ୍ରକାଶ କଲେ । ଆସ୍ତେ ଆସ୍ତେ ସେ ଆକାଶ ରୁ ନିଖୋଜ ହୋଇ ଗଲେ । ସେତେ ବେଳେ ବାଟ ରେ ଗୋରୁ ପାଳକ ମାନେ ଗାଈ ଚରାଉ ଥିଲେ ।।.... ହତାଶ ହୋଇ ମନେ ମନେ ଭାବିଲେ _ ବାଟ ରେ ଗାଈ ଚରା ଇ ବା ଏବେ କଷ୍ଟ ସାଧ୍ୟ ହୋଇ ଗଲା ବୋଲି ଚିନ୍ତା କଲେ ।। ସନ୍ଧ୍ୟା ସମୟ ର ଦୃଶ୍ୟ ହଠାତ୍ ସେତିକି ବେଳେ ପକ୍ଷୀ ମାନେ ତାଙ୍କର କୁନି କୁନି ଛୁଆ ଗୁଡାକ ପାଇଁ ଖାଦ୍ୟ ସଂଗ୍ରହ କରି ବାକୁ ପରି ଭ୍ରମଣ କରୁ ଥିଲେ , ହଠାତ୍ ଅନ୍ଧକାର ମୟ ହୋଇ ଯିବାରୁ ସେମାନେ ବ୍ୟସ୍ତ ହୋଇ ପଡ଼ିଲେ ।। ଆଉ ଖାଦ୍ୟ ସଂଗ୍ରହ କରି ନ ପାରି ଦୁଃଖ ଦାୟକ ଭାବରେ ଗୃହ କୁ ପ୍ରବେଶ କଲେ ।।

  ଆତ୍ମ ବିଭୋର ହୋଇ କହିଲେ ଆଜି ସେମାନେ ଭୋକିଲା ରହିବେ ! ହଠାତ୍ ସେତିକି ବେଳେ ଫୁଟ ବଲ ମ୍ୟାଚ୍ ଚାଲୁ ଥିଲା , ଠିକ୍ ଶେଷ ପର୍ଯ୍ୟାୟ ର ଆଉ ମାତ୍ର ଦୁଇଟି ଓଭର୍ ବାକି ଥିଲା ।। ହଠାତ୍ ଅନ୍ଧାର ହୋଇ ଯିବାରୁ ଲକ୍ଷ୍ୟ ଲକ୍ଷ୍ୟ ଜନ ଗହଳି ରେ କୋଳ। ହଲ ସହ ବାଦ ବିବାଦ ମଧ୍ୟ ସୃଷ୍ଟି ହେଲା ।

  ସୂର୍ଯ୍ୟ ତାଙ୍କ ମନ ପରିବର୍ତ୍ତନ କଲେ ___" ଛୁଟି ବାତିଲ କରି ମୋତେ ମୋ କାମ କୁ ଆଗେ ଇ ନେବା କୁ ହେବ , ତା ପରେ ପୃଥିବୀ ଆଡ଼କୁ ଚାହିଁ ଲେ ,ସମସ୍ତ ବସୁନ୍ଧରା ବାସି କାମ ରେ ଲାଗି ଲେଣି ।।

  •••••ୱ। ୱା ୱ।... କହି ଆନନ୍ଦ ର ଖୁସି ଝଲସି ଉଠିଲା ।।

  ସେ ଶପଥ କରି କହିଲେ ," ଛୁଟି .. ନା .. ନା ... ନା ଆଉ କେଭେ ମଧ୍ୟ ନୁହେଁ!ରୋ ଆଉ ନୁହେଁ ।


Rate this content
Log in