Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

# Write in the Rain

SEE WINNERS

Share with friends

ଉପକ୍ରମ

 

'ବିନ୍ଦୁଏ ବର୍ଷା ଜଳରେ ସନ୍ନିହିତ ସୁବିଶାଳ ସମୁଦ୍ର ପରି ଆପଣ ମାନଙ୍କର ଭାବନା ।

ଯେମିତି ମେଘରୁ ଝରିପଡେ ବର୍ଷା ସେମିତି ଆପଣଙ୍କ ହୃଦୟରୁ ବାହାରି ଆସେ  ଚିରସ୍ମରଣୀୟ କାହାଣୀ ଓ କବିତା ।'

 

ପ୍ରତ୍ୟକ ଆତ୍ମା ନିଜସ୍ବ ପ୍ରଣାଳୀରେ ବର୍ଷା ସହ ସଂଘର୍ଷ କରିଥାନ୍ତି । ବର୍ଷା ଅନେକ ଭାବନା ସବୁକୁ ଉଜ୍ଜୀବିତ ରଖିଥାଏ, ଯାହା ପରସ୍ପର ଠାରୁ ସଂପୂର୍ଣ୍ଣ ବିପରୀତ ଅଟନ୍ତି  । ସେସବୁ ମନ ସ୍ୱଚ୍ଛତାରୁ ନେଇ କି ଅବସାଦ ପର୍ଯ୍ୟନ୍ତ, କ୍ରୋଧରୁ ପ୍ରେମ ପର୍ଯ୍ୟନ୍ତ ଏବଂ ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ହେଇପାରେ ।

 

ଆମେ ଆପଣଙ୍କୁ ବର୍ଷାର ସେହି ସବୁ ସ୍ୱରୂପରୁ ନେଇ କାହାଣୀ ଓ କବିତା  ଲିଖନ ନିମନ୍ତେ ଏହି ମଞ୍ଚ ପ୍ରଦାନ କରୁଅଛୁ ।

 

ବର୍ଷାରେ ଆପଣଙ୍କ ପସନ୍ଦର ସ୍ଥାନ ଚୟନ କରନ୍ତୁ ଏବଂ ଆପଣଙ୍କ ସୃଜନଶୀଳତାକୁ ପ୍ରବାହିତ ହେବାର ସୁଯୋଗ ଦିଅନ୍ତୁ । କାଳେ ଆପଣଙ୍କ କାହାଣୀ ଓ କବିତା କୌଣସି ଅଚିହ୍ନା ମଣିଷର ହୃଦୟକୁ ଆଲୋଡିତ କରିଦେବାରେ ସକ୍ଷମ ହେଇ ଯାଇ ପାରେ ।

 

ନିୟମ

 

  1. କାହାଣୀ, କବିତା ଓ ଅଡ଼ିଓ ଆଦି ପ୍ରରିଯୋଗିତାର ବିଷୟ ଉପରେ ସନ୍ନିବେଶିତ କରାଯିବା ଉଚିତ ।
  2. ସମସ୍ତ ପ୍ରକାର କବିତା ଓ କାହାଣୀ ଗ୍ରହଣ କରାଯିବ ।
  3. ଶୈଳୀରେ କୌଣସି ପ୍ରତିବନ୍ଧତା ନାହିଁ ।
  4. କାହାଣୀ ଓ କବିତା ସବୁକୁ  ପ୍ରତିଯୋଗିତା ଲିଙ୍କରୁ ଦାଖଲ କରିବାକୁ ପଡିବ ।
  5. ପ୍ରତିଯୋଗିମାନେ ସ୍ୱରଚିତ କବିତା ଓ କାହାଣୀ ଦାଖଲ କରିବା ଉଚିତ ।
  6. କାହାଣୀ ଓ କବିତା ଦାଖଲ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ ।
  7. https://shop.storymirror.com ରେ ଉପଲବ୍ଧ କାହାଣୀ ଓ କବିତାକୁ ପୁନଃ ଦାଖଲ କରାଯାଇ ପାରିବ ନାହିଁ ।
  8. ଷ୍ଟୋରିମିରର୍ ନିଷ୍ପତ୍ତି ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିଷ୍ପତ୍ତି ଅଟେ ।
  9. ନିବନ୍ଧ / ଆଲୋଚନା ଗ୍ରହଣ କରାଯିବ ନାହିଁ ।

 

ପୁରସ୍କାର :

 

ପ୍ରତ୍ୟକ ଭାଷାର ତିନୋଟି ଲେଖାଏ ଶ୍ରେଷ୍ଠ କାହାଣୀ, କବିତା ଏବଂ ଅଡ଼ିଓ ଗୁଡିକୁ ଷ୍ଟୋରିମିରର୍ shopରେ ଟଙ୍କା ୨୫୦/- ମୂଲ୍ୟର Voucher ପ୍ରଦାନ କରାଯିବ । ଆପଣ ଏହି voucherକୁ https://shop.storymirror.com ରେ redeem କରିପାରିବେ ।

ପ୍ରତ୍ୟକ ଭାଷାର ତିନି ଜଣ ଲେଖାଏ ଶ୍ରେଷ୍ଟ  ବିଜେତାଙ୍କୁ ଷ୍ଟୋରିମିରର୍ ତରଫରୁ ବିନାଦେୟରେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଚ ସଦସ୍ୟତା ପ୍ରଦାନ କରାଯିବ ।

ସର୍ବଶ୍ରେଷ୍ଠ ଗଳ୍ପ / କବିତାକୁ ଷ୍ଟୋରିମିରର ଦ୍ଵାରା ସୋସିଆଲ ମିଡିଆରେ ଚିତ୍ରିତ କରାଯିବ ।

ପ୍ରତ୍ୟେକ ଭାଷା ଏବଂ ଶ୍ରେଣୀରେ ଶୀର୍ଷ ୧୦ ଟି ଲେଖାକୁ ଷ୍ଟୋରିମିରର ତରଫରୁ ଉତ୍କୃଷ୍ଟତା ପ୍ରମାଣପତ୍ର ଦିଆଯିବ ।

ଷ୍ଟୋରିମିରର ଜୁନ ମାସରେ ପ୍ରାପ୍ତ ସର୍ବଶ୍ରେଷ୍ଠ ଗଳ୍ପ/କବିତାକୁ ନେଇ ଏକ ଇ-ବୁକ ପ୍ରସ୍ତୁତ କରିବ ।

ବିଜେତାଙ୍କ ନିର୍ଣ୍ଣୟ ସମ୍ପାଦକଙ୍କ ସ୍କୋର, ସମୁଦାୟ ପରିଦର୍ଶନ ( views ) ଏବଂ ସମସ୍ତ ପସନ୍ଦର ସଂଖ୍ୟାକୁ ନେଇ ଚୟନ କରାଯିବ ।

 

ଯୋଗ୍ୟତା : 

ଲେଖା ଦାଖଲ ସମୟ ସୀମା   ୫ ଜୁଲାଇ, ୨୦୧୯ ଠାରୁ ୨0 ଜୁଲାଇ, ୨୦୧୯ ପର୍ଯ୍ୟନ୍ତ ।

ପରିଣାମ ଘୋଷଣା – ୧୦ ଆଁଗୁସ୍ତ , ୨୦୧୯

 

ଭାଷା :ଇଂରାଜୀ / ହିନ୍ଦୀ / ଗୁଜୁରାଟୀ / ଓଡ଼ିଆ / ବଙ୍ଗାଳୀ / ମରାଠୀ

 

ଲିଖନର ପ୍ରକାର -: ଗଳ୍ପ ଏବଂ କବିତା

ଯୋଗାଯୋଗ –: marketing@storymirror.com / 022-49243888 / 022-49240082