Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

# LIGHTS OFF

SEE WINNERS

Share with friends

 

ଉପକ୍ରମ -

 ଯେ କେହି ବ୍ୟକ୍ତି ମେରୁଦଣ୍ଡ ହାଡ-ଟାଇଁ ଟାଇଁ କରି ଶବ୍ଦ କରିବା, ଲମ୍ବା କେଶ ଯୁକ୍ତ ଏକ ଭୟପ୍ରଦ କାହାଣୀର ଦୁଃସ୍ୱପ୍ନ ବିଷୟକ ଅନୁଭବକୁ ପସନ୍ଦ କରନ୍ତି । ଆମ ଭାବନା ସବୁବେଳେ ଏଇ ସ୍ବପ୍ନ ସବୁ ପାଖକୁ ଫେରିଆସେ , ଆମେ ଜାଣିଥାଉ ସେହି ରାତିଟା ଆମେ ଭଲରେ ଶୋଇ ପାରିବୁନି ଯେପର୍ଯ୍ୟନ୍ତ କମ୍ବଳକୁ ଜାବୁଡି ନ ଧରିଛୁ । ସେହି ଅନ୍ଧାର ରାତିରେ ଗୋଟେ ଗ୍ଲାସ ପାଣି ପାଇଁ ମଧ୍ୟ ବିଛଣାରୁ ବାହାରିବା  ଆମ ଭାବନାର ବାହାରେ ହୋଇଥାଏ ।

ସେ ହେଇଥାଉ ରକ୍ତ-ଉତ୍ସବର ଜୟ ହେଉ କିମ୍ବା କବାଟ ପଛରେ ଥିବା ରହସ୍ୟର ଜିଜ୍ଞାସା କିମ୍ବା ସେଇ ରହସ୍ୟ ହେଇଥାଉ ଯାହା ଆମ କେଶରାଶିକୁ ଘିଞ୍ଚିବାକୁ ମଜବୁତ କରିପାରେ । ଭୟପ୍ରଦ ବିଷୟ ସବୁ ମଧ୍ୟରେ ଏମିତି କିଛି ଯାହା ଆମକୁ ଖୁବ ପସନ୍ଦ ଲାଗେ । ଏଇଥି ପାଇଁ ଏହା ସହ ଆମେ ଅନ୍ୟକୁ ବି ସାମିଲ କରିଅଛୁ । ଏକ ସତ୍ୟ ମାନବୀୟ ବୃତ୍ତି - ଭୟ ।

ଷ୍ଟୋରିମିରର୍ ଆପଣ ମାନଙ୍କୁ ନିଜର ପ୍ରତିଭାକୁ ସେହି ଶବ୍ଦ ମାନଙ୍କ ସହ ପ୍ରଦର୍ଶିତ କରିବାର ଅବସର ଦେଉଛି ଯାହା ବାସ୍ତବିକ ନିଜର ଆତଙ୍କକୁ ପ୍ରଦର୍ଶିତ କରେ, କାହାଣୀ ଗୁଡିକରେ ଯାହା ଏମିତି ଭୟର ବାତାବରଣ ସୃଷ୍ଟି କରେ ଯିଏ ଆମ ରାତିର ନିଦକୁ ମଧ୍ୟ ପ୍ରତିହତ କରିଦିଏ ।

ନିୟମ:

  • କେବଳ ଭୟ ଶୈଳୀ ବିଷୟ ଉପରେ ଗଳ୍ପ,କବିତା ଏବଂ କୋଟ୍ ଲେଖିପାରିବେ ।
  • ସମସ୍ତ ପ୍ରକାରର କବିତା, ଗଳ୍ପ ଏବଂ କୋଟ୍ ସ୍ଵୀକାର କରାଯିବ ।
  • ସମସ୍ତ ଲେଖା ଗୁଡିକୁ କେବଳ ପ୍ରତିଯୋଗିତା ଲିଙ୍କ୍ ଦ୍ଵାରା ଦାଖଲ କରିପାରିବେ ।
  • ପ୍ରତିଯୋଗୀ କେବଳ ସ୍ଵ-ରଚିତ ଗଳ୍ପ, କବିତା ଏବଂ କୋଟ୍ ଦାଖଲ କରିପାରିବେ ।
  • ଗଳ୍ପ, କବିତା ଏବଂ କୋଟ୍ ର ସଂଖ୍ୟା ଉପରେ କୌଣସି ସୀମା ନାହିଁ  ।
  • https://storymirror.com ରେ ଦାଖଲ କରିଥିବା ଗଳ୍ପ ,କବିତା ଏବଂ କୋଟ୍ ପୁନର୍ବାର ଦାଖଲ କରିପାରିବେ ନାହିଁ । 
  • ଷ୍ଟୋରିମିରର ର ନିଷ୍ପତି ସମସ୍ତ ପ୍ରତିଯୋଗୀଙ୍କର ଅନ୍ତିମ ନିଷ୍ପତି ହେବ ।
  • ପ୍ରବନ୍ଧ/ରଚନା ଗ୍ରହଣଯୋଗ୍ୟ ନୁହେଁ ।

 

ପୁରସ୍କାର:

  • ପ୍ରତ୍ୟେକ ଭାଷାର ଅତ୍ୟୁତ୍ତମ ୩ଟି ଗଳ୍ପ, କବିତା ଏବଂ କୋଟ୍ ଗୁଡ଼ିକୁ ଷ୍ଟୋରିମିରର shop ରେ ଟଙ୍କା ୨୫୦/- ମୂଲ୍ୟର voucher ପ୍ରଦାନ କରାଯିବ । ଆପଣ ଏହି voucher କୁ https://shop.storymirror.comରେ redeem କରିପାରିବେ ।
  • ପ୍ରତ୍ୟେକ ଭାଷାରୁ ଶ୍ରେଷ୍ଠ ୩ଜଣ ବିଜେତାଙ୍କୁଷ୍ଟୋରିମିରର ତରଫରୁ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ମେମ୍ବରସିପ୍ ମିଳିବ ।
  • ସର୍ବଶ୍ରେଷ୍ଠ ଗଳ୍ପ , କବିତା ଏବଂ କୋଟ୍ କୁ ଷ୍ଟୋରିମିରର ଦ୍ଵାରା ସୋସିଆଲ ମିଡିଆରେ ଚିତ୍ରିତ କରାଯିବ ।
  • ପ୍ରତ୍ୟେକ ଭାଷା ଏବଂ ଶ୍ରେଣୀରେ ଶୀର୍ଷ ୧୦ ଟି ଲେଖାକୁ ଷ୍ଟୋରିମିରର ତରଫରୁ ଉତ୍କୃଷ୍ଟତା ପ୍ରମାଣପତ୍ର ଦିଆଯିବ ।
  • ଷ୍ଟୋରିମିରର ସର୍ବଶ୍ରେଷ୍ଠ ଗଳ୍ପ ଏବଂ କବିତାକୁ ନେଇ ଏକ ଇ-ବୁକ ପ୍ରସ୍ତୁତ କରିବ ।
  • ବିଜେତାଙ୍କ ନିର୍ଣ୍ଣୟ ସମ୍ପାଦକଙ୍କ ସ୍କୋର , ସମସ୍ତ ଦୃଶ୍ୟ ଏବଂ ସମସ୍ତ ପସନ୍ଦର ସଂଖ୍ୟାକୁ ନେଇ ଚୟନ କରାଯିବ । ସମସ୍ତ ପସନ୍ଦର ଏବଂ ଦୃଶ୍ୟର ସଂଖ୍ୟା ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବିଚାରକୁ ନିଆଯିବ ।

 

ଯୋଗ୍ୟତା :

ଦାଖଲ କରିବାର ଅବଧି- ୨୩ ଅଗଷ୍ଟ,୨୦୧୯ ରୁ ୫ ସେପ୍ଟେମ୍ବର,୨୦୧୯

ପରିଣାମ – ୨୦ ଅଗଷ୍ଟ ୨୦୧୯

ଭାଷା - :  ଇଂରାଜୀ/ହିନ୍ଦୀ/ଗୁଜୁରାଟୀ/ଓଡ଼ିଆ/ବଙ୍ଗାଳୀ/ମରାଠୀ/ତେଲୁଗୁ/ତାମିଲ/ମାଲାୟଲାମ/କନ୍ନଡ

ଲିଖନର ପ୍ରକାର - ଗଳ୍ପ /କବିତା/ କୋଟ୍

ଯୋଗାଯୋଗ - marketing@storymirror.com / 022-49243888 / 022-49240082