ଆଜିର ନାରୀ ସର୍ବ ସମ୍ଭବା, ସର୍ବନିପୁଣା, ସର୍ବସମ୍ପର୍ଣ୍ଣା, ସ୍ୱୟଂସିଦ୍ଧା, ସ୍ୱୟଂପରିପୂର୍ଣ୍ଣା । ଏ ଦେଶର, ଜାତିର, ଜଗତର ଅମୂଲ୍ୟ ସମ୍ପଦ ନାରୀ । ଆଜିର ନାରୀ ଶିକ୍ଷା, ଶାସନ, ବିଜ୍ଞାନ, ସ୍ୱାସ୍ଥ୍ୟ, ଯୁଦ୍ଧ, କ୍ରୀଡ଼ା, ସମସ୍ତ କ୍ଷେତ୍ରରେ ଅଗ୍ରଣୀ ।
ଷ୍ଟୋରିମିରର୍ ଆପଣଙ୍କୁ "ସେଲିବ୍ରେଟିଙ୍ଗ୍ ହର" ର ଏକ ଅଂଶ ହେବାକୁ ଆମନ୍ତ୍ରଣ କରୁଛି, ଯେଉଁଠାରେ ଆମେ ଏହି ଅଲରାଉଣ୍ଡର ମହିଳାମାନଙ୍କୁ ପାଳନ କରିଥାଉ, ଯେଉଁମାନେ ସମାଜର ବାଧା, ପ୍ରତିବନ୍ଧ, ନାନା ଘାତ ପ୍ରତିଘାତକୁ ଖାତିର ନକରି ଆଗକୁ ଆସି ସମାଜ ପାଇଁ ଉଦାହରଣ ସୃଷ୍ଟି କରି ନାରୀ ପୁରୁଷଠାରୁ କୌଣସି ଗୁଣରେ, କାମରେ ପ୍ରତିଭାରେ କମ ନୁହେଁ ବୋଲି ଦର୍ଶାଇଛନ୍ତି।
ସେ ନାରୀ ହୋଇପାରେ ସଫଳ ଉଦ୍ୟୋଗୀ, ସ୍ନେହୀ ମାତା, ଉତ୍ସର୍ଗୀକୃତ କ୍ରୀଡାବିତ୍ କିମ୍ବା ଜଣେ ଦକ୍ଷ କଳାକାର, ଆମେ ଆପଣଙ୍କଠାରୁ ସେହି ସବୁ ପ୍ରେରଣା ଦେଉଥିବା ମହିଳାମାନଙ୍କ ବିଷୟରେ ଶୁଣିବାକୁ ଚାହୁଁ । ଆପଣଙ୍କ ଲେଖା ମାଧ୍ୟମରେ, ଆସନ୍ତୁ ଆମେ ସର୍ବନିପୁଣା, ସର୍ବପାରଙ୍ଗମା ମହିଳାମାନଙ୍କ ବିଷୟରେ ନିଜ ଲେଖନୀ ମୁନକୁ ସମର୍ପିଦେବା। ଲେଖାବା ସେମାନଙ୍କ ବିଷୟରେ ଯେଉଁମାନେ ନିଜ ନିଜ କ୍ଷେତ୍ରରେ ପ୍ରଭାବ ପକାଇଛନ୍ତି ଏବଂ ଯେଉଁମାନେ ଅନ୍ୟମାନଙ୍କୁ ପ୍ରତିପାଦିତ କରିବାରେପ୍ରେରଣା ଜାରି ରଖିଛନ୍ତି।
ନିୟମ:
ମହିଳା ଥିମ୍ ଉପରେ ଲେଖିବା ଆବଶ୍ୟକ।
ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ବିଷୟବସ୍ତୁ ଦାଖଲ କରିବା ଉଚିତ୍। ଦାଖଲ ହେବାକୁ ଥିବା ବିଷୟବସ୍ତୁ ସଂଖ୍ୟାରେ କୌଣସି ସୀମା ନାହିଁ।
କୌଣସି ଶବ୍ଦ ସୀମା ନାହିଁ ।
କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ।
ଟିପନ୍ତୁ: ଦୟାକରି କଭରରେ ତୁମର ବିଷୟବସ୍ତୁକୁ ଉତ୍ସର୍ଗ କରୁଥିବା ମହିଳାଙ୍କ ପ୍ରତିଛବି ଯୋଡ଼ନ୍ତୁ । ଏହା ବିଷୟବସ୍ତୁକୁ ବ୍ୟକ୍ତିଗତ କରିବାରେ ଏବଂ ଏହାକୁ ଅଧିକ ଅର୍ଥପୂର୍ଣ୍ଣ କରିବାରେ ସାହାଯ୍ୟ କରିବ।
ବର୍ଗ: କାହାଣୀ । କବିତା
ଭାଷା:
ଏହି ଭାଷାଗୁଡ଼ିକର ଯେକୌଣସି କିମ୍ବା ଅଧିକରେ - ଇଂରାଜୀ, ହିନ୍ଦୀ, ଗୁଜୁରାଟୀ, ମରାଠୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡ଼ିଆ ଏବଂ ବଙ୍ଗଳାରେ ବିଷୟବସ୍ତୁ ଦାଖଲ କରାଯାଇପାରିବ।
ପୁରସ୍କାର:
ଶ୍ରେଷ୍ଠ ୧୦ ଲେଖକଙ୍କୁ ୧୪୯ ଟଙ୍କା ମୂଲ୍ୟର ଏକ ଷ୍ଟୋରି ମିରର ରିହାତି ଭାଉଚର ଏବଂ ବିଜେତା ପ୍ରମାଣପତ୍ର ପ୍ରଦାନ କରାଯିବ।
ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ।
ଦାଖଲ ଅବଧି - ମାର୍ଚ୍ଚ ୦୭ , ୨୦୨୩, ଏପ୍ରିଲ୦୮ , ୨୦୨୩ ପର୍ଯ୍ୟନ୍ତ।
ଫଳାଫଳ ଘୋଷଣା: ମେ ୦୮ , ୨୦୨୩
ଯୋଗାଯୋଗ:
ଇମେଲ୍: neha@storymirror.com
ଫୋନ୍ ନମ୍ବର: +91 9372458287 / 022-49243888