Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

# Quoteyard

SEE WINNERS

Share with friends

 

 

 

ଚଳିତ ବର୍ଷଟି ସରିବାକୁ ଯାଉଅଛି !!

 ଏହି ବର୍ଷ ଯେଉଁ ପ୍ରିୟଜନ ଏବଂ ବିଷୟ ରାଜି  ଆପଣଙ୍କୁ ସାହାଯ୍ୟ କରିଛନ୍ତି ସେମାନଙ୍କ ପାଇଁ ଗୋଟିଏ କୋଟ୍ ଉତ୍ସର୍ଗ କରନ୍ତୁ ।

ଭାଗ ନିଅନ୍ତୁ ଷ୍ଟୋରିମିରରର Quote Yardରେ

    

ସାପ୍ତାହିକ ବିଷୟର ସୂଚୀ ପ୍ରତ୍ୟେକ ରବିବାର ଦିନ ପ୍ରଦାନ କରାଯିବ । 31 ଦିନ ପାଇଁ ପ୍ରତ୍ୟେକ ଦିନ କୋଟ୍ ଦାଖଲ କରନ୍ତୁ ଏବଂ ଗୋଟିଏ ପୁସ୍ତକ ବିନା ମୂଲ୍ୟରେ ଉପହାର ନିଅନ୍ତୁ ।

 

ନିୟମ :

 

  1. ବିଷୟ ପ୍ରତ୍ୟେକ ସପ୍ତାହ ଦିଆଯିବ । ଆମେ ଆପଣଙ୍କୁ ତାରିଖ ଅନୁସାରେ ପ୍ରଦତ୍ତ ବିଷୟ ଉପରେ ହିଁ ନିଜର କୃତି ଦାଖଲ କରିବାକୁ ପରାମର୍ଶ କରୁଅଛୁ ।
  2. ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
  3. କୋଟ୍ ଆଦି ପ୍ରତିଯୋଗିତା ଲିଙ୍କ ମଧ୍ୟମରେ ହିଁ ଦାଖଲ କରିବାକୁ ହେବ ।
  4. କୋଟ୍ ଆଦି ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
  5. ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇ ଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।

 

ପୁରସ୍କାର :

 

  1. ଯଦି ଆପଣ ପ୍ରତ୍ୟେକ ଦିନ ଗୋଟିଏ କୋଟ୍ ଦାଖଲ କରନ୍ତି ତେବେ ବିନା ମୂଲ୍ୟରେ ଏକ ପୁସ୍ତକ ପ୍ରଦାନ କରାଯିବ ।
  2. ଦୟାକରି ଧ୍ୟାନଦିଅନ୍ତୁ, ଆପଣଙ୍କୁ ପ୍ରଦାନ କରାଯାଇଥିବା ଦୈନିକ ବିଷୟ ଅନୁସାରେ ନିଜର କୃତି ଦାଖଲ କରିବା ଅନିବାର୍ଯ୍ୟ ।
  3. ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ନିମନ୍ତେ ପ୍ରମାଣ ପତ୍ର ପ୍ରଦାନ କରାଯିବ ।

 

ଯୋଗ୍ୟତା :

 

ଏହି ପ୍ରତିଯୋଗିତାଟି 1 ଡିସେମ୍ବର 2019 ରୁ 31 ଡିସେମ୍ବର 2019 ପର୍ଯ୍ୟନ୍ତ ଚାଲିବ ।

ମାଗଣା ପୁସ୍ତକ ନିମନ୍ତେ ପ୍ରତିଯୋଗୀଙ୍କ ସଂକ୍ଷିପ୍ତ ସୂଚୀ 15 ଜାନୁୟାରୀ 2020 ରେ ଘୋଷଣା କରାଯିବ ।

ବିଷୟ ପ୍ରକାର - କୋଟ୍

ଯୋଗାଯୋଗ କରନ୍ତୁ - marketing@storymirror.com / 022-49240082 / 022-49243888