Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#StoryMirror College Writing Challenge Season 3

SEE WINNERS

Share with friends

ପରିଚୟ:

"ତୁମ ହୃଦୟର ସ୍ପନ୍ଦନରେ ତୁମ କାଗଜ ପୂରଣ କର" । - ୱିଲିୟମ୍ ୱାର୍ଡସୱର୍ଥ 

ଖାଦ୍ୟ, ଆଶ୍ରୟ ଏବଂ ସାମାଜିକ ସହବନ୍ଧନ ପରେ, କାହାଣୀ ହେଉଛି ଆମର ସମଗ୍ର ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି । ତେଣୁ ଯାହା ହେଉନା କାହିଁକି ଲେଖିବା ଆରମ୍ଭ କରନ୍ତୁ !! କହିଁକି ନା ଯୁବ ସ୍ୱର ହିଁ ରାଷ୍ଟ୍ରକୁ ଉନ୍ନତିର ନୂତନ ପଥ ପ୍ରଶସ୍ତକରେ । ତେଣୁ ଯୁବକମାନଙ୍କ ଦ୍ୱାରା କୁହାଯାଇଥିବା ଶକ୍ତିଶାଳୀ କାହାଣୀ ଏକ ରାଷ୍ଟ୍ରର ଭବିଷ୍ୟତକୁ ପ୍ରଭାବିତ କରିବାରେ ନିଃସନ୍ଦେହ ଉପଯୋଗୀ । ଏଥିରେ ଦ୍ବିମତ ନାହିଁ ।

ତେଣୁ, ବିଶ୍ୱକୁ ଏକ ଉପଯୁକ୍ତ ବାସସ୍ଥଳୀ ଭାବେ ଗଢିବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିବା ନିମିତ୍ତ ଷ୍ଟୋରୀମିରର୍ ପୃଥିବୀର ସମସ୍ତ କଲେଜ ଛାତ୍ରମାନଙ୍କ ପାଇଁ 'ଷ୍ଟୋରୀମିରର୍ କଲେଜ ରାଇଟିଙ୍ଗ୍ ଚ୍ୟାଲେଞ୍ଜ୍ (SCWC - ସିଜନ ୩)' ପାଇଁ ବିଶ୍ୱର ସର୍ବ ବୃହତ ଅନଲାଇନ୍ ଲେଖା ପ୍ରତିଯୋଗିତା ଉପସ୍ଥାପନ କରୁଅଛି । 

ଏହି ଆହ୍ୱାନ କଲେଜ ଛାତ୍ରମାନଙ୍କ ସୃଜନଶୀଳ ଶକ୍ତି ବଢ଼ାଇବ ଏବଂ ସେମାନଙ୍କୁ ଲିଖନ ଏବଂ ପଠନ ପ୍ରତି ଅଧିକ ଆଗ୍ରହୀ ହେବାକୁ ସାହାଯ୍ୟ କରିବ । ଚିନ୍ତାଧାରାକୁ ଲିଖନର ରୂପ ଦେବା ଯୁବ ମନର ଦୃଷ୍ଟିକୁ ବଢ଼ାଇବା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ଗଠନ କରେ । ପ୍ରତ୍ୟେକ ଲେଖକଙ୍କ ମଧ୍ୟରେ, ଅନ୍ୟମାନଙ୍କ ଚିନ୍ତାଧାରାକୁ ଆକୃଷ୍ଟ ଏବଂ ଗଢ଼ିବା ପାଇଁ ଏକ ବିରାଟକାୟ ସମ୍ଭାବନା ଅଛି । ଲେଖକମାନେ ସେମାନଙ୍କର ଶବ୍ଦ ବ୍ୟବହାର କରି ପାଠକମାନଙ୍କୁ ଯେପରି ଚାହିଁବେ ଜଗତକୁ ଦେଖେଇପାରିବେ । ଏବେ ନିଜ ଚେତନାର ଜଗତକୁ ସମସ୍ତଙ୍କ ସହ ପରିଚିତ କରିବାର ସମୟ ।

ତେବେ ଆଉ ବିଲମ୍ବ କାହିଁକି ! ଆପଣଙ୍କ ସମଗ୍ର ଚିନ୍ତା ଓ ଚେତନାକୁ ଏକତ୍ରିତ କରି ତାକୁ ଲିଖନର ରୂପ ଦେବା ସହ ଆପଣଙ୍କ ଶବ୍ଦ ବା ସ୍ୱରରେ ସମଗ୍ର ଦୁନିଆକୁ ବିସ୍ମିତ କରନ୍ତୁ ।

ଲିଖନ ବିଭାଗ :

  • କାହାଣୀ
  • କବିତା
  • କୋଟ୍
  • ଅଡ଼ିଓ କାହାଣୀ 
  • ଅଡ଼ିଓ କବିତା

ଭାଷା:

ଏହି ଭାଷାଗୁଡ଼ିକର ଯେକୌଣସି କିମ୍ବା ଅଧିକରେ (ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜୁରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡିଆ ଏବଂ ବଙ୍ଗଳା)ରେ ବିଷୟବସ୍ତୁ ଦାଖଲ କରାଯାଇପାରିବ ।

ସମୟ:

  • ପ୍ରତିଯୋଗିତା ଅବଧି - ୫ ଜାନୁଆରୀ, ୨୦୨୧ ରୁ ୧୫ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ 
  • ପରବର୍ତ୍ତୀ ସମୟରେ ଷ୍ଟୋରୀମିରର୍ ଲିଟ ମାଷ୍ଟର୍ସ ପୁରସ୍କାର ପାଇଁ ଦ୍ୱିତୀୟ ରାଉଣ୍ଡ ଘୋଷଣା କରାଯିବ
  • ମତଦାନ ସମୟ - ୧ ଏପ୍ରିଲ ୨୦୨୧ ରୁ ୩୦ ଏପ୍ରିଲ, ୨୦୨୧ 
  • ଫଳାଫଳ - ଜୁଲାଇ , ୨୦୨୧

ମତାମତ ଏବଂ ଯେକୌଣସି ପ୍ରଶ୍ନର ଉତ୍ତର ପାଇଁ :

  • ଇ-ମେଲ: sswc@storymirror.com 
  • ଫୋନ୍ ନମ୍ବର: 022-49240082 / 022-49243888 / 9372458287 (ସୋମବାରରୁ ଶନିବାର ସକାଳ ୧୦.୦୦ ରୁ ୭.୦୦ PM)
  • ହ୍ଵାଟସ୍ ଆପ୍: +91 84528 04735


To know more about categories, prizes and rules, click here: https://assets.storymirror.com/media/storymirror/website-assets/sm-static-pages/static_files/1465201c-60aa-422c-b49c-d36561c0e9b0.pdf


Trending content
66 371

62 282