Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Fantasy

4  

Prafulla Kumar Tripathy

Fantasy

ଆସନ୍ତା କାଲି

ଆସନ୍ତା କାଲି

1 min
8


ଆସନ୍ତା କାଲି ମୋତେ କହିଛି 

କୋପତୀର କୋମଳ ଡେଣାରେ ବସି 

ସିଏ ନିଶ୍ଚୟ ଆସିବ ଏଠିକି 

ମୋର ସବୁ ମାଙ୍ଗଳିକ ଆଶାର, ପ୍ରତ୍ୟାଶା ହୋଇ 

ସେ ଆସିବ ମୋ ହତଭାଗ୍ୟ ଜୀବନକୁ 

ତା ପରେ ମୋତେ 

ଅତ୍ମୀୟତାରେ ଅପ୍ଲାବିତ କରୁ କରୁ 

ମୋର ବଞ୍ଚିବାର ଅଧିକାର ମାନଙ୍କୁ 

ଟାଣି ନେବ ଏକ ଚିରବହମାନ ସ୍ରୋତ ମଧ୍ୟକୁ

ସେତେବେଳେ ମୁଁ କହିବି ବିନୀତ ସ୍ଵରରେ 

ଯେତେ ଦୋଷ ମୋଠି ଥାଏ,

ଧୋଇନିଅ ଶାସ୍ତ୍ରୀୟ ଶୁଚିରେ 

ଓ ମୋତେ ଗ୍ରହଣ କରିନିଅ 

ତମର ଆସନ୍ତା କାଲିର ପୃଷ୍ଠାରେ.।।


Rate this content
Log in

Similar oriya poem from Fantasy