Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swatishree Pandit

Comedy Drama

4  

Swatishree Pandit

Comedy Drama

ବେଙ୍ଗ କହେ ବେଙ୍ଗୁଲି ଲୋ

ବେଙ୍ଗ କହେ ବେଙ୍ଗୁଲି ଲୋ

1 min
249


ବେଙ୍ଗ କହେ ବେଙ୍ଗୁଲି ଲୋ

ଦେଖି ଯିବା ଯାତରା ଲୋ

ଝାଲ ମୁଢି ଖୁଆଇବି ଲୋ

ତୁରୀ ପ଼େଁକାଳୀ କିଣାଇଦେବି ଲୋ

ବେଙ୍ଗ କହେ ବେଙ୍ଗୁଲି ଲୋ . . . . . .(୧)


ବେଙ୍ଗୁଲୀ ନାନୀ ହୋଇ ଫୁଲେଇ

ମୁରୁକି ମୁରୁକି ସେ ହସଇ

ଝାଉଁଳି ଯାଉଛି ଲାଜେଇ

ବେଙ୍ଗ କହେ ବେଙ୍ଗୁଲି ଲୋ . . . . . .(୨)


ଆଧୁନିକତାର ଝାଟ

ବେଙ୍ଗୁଲି ପିନ୍ଧିଲା ମିନି ସ୍କଟ

ପାଦେ ପେନ୍ ସିଲ୍ ହିଲ୍

କହୁଛି ଚିଲ ଚିଲ

ବେଙ୍ଗ କହେ ବେଙ୍ଗୁଲି ଲୋ . . . . . .(୩)


ଆଖିରେ କଳାଚସମା

ସଭିଙ୍କୁ କରୁଛି ଖାଇମା

ପାଦ ହେଲା ଟଳ ଟଳ

ପଡ଼ଲା ସେ ସର ସର

ବେଙ୍ଗ କହେ ବେଙ୍ଗୁଲି ଲୋ . . . . . .(୪)


ସଭିଏଁ ଦେଖି ଆତୁର

ଯାତରା ର ହେଲା ସେ ଯୋକର

ଫି ଫି ହସିଲା ବେଙ୍ଗ

ବେଙ୍ଗୁଲି ଦେଲା ଚେଙ୍ଗ

ବେଙ୍ଗ କହେ ବେଙ୍ଗୁଲି ଲୋ . . . . . .(୫)



Rate this content
Log in

Similar oriya poem from Comedy