Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lingraj Majhi

Inspirational Others

4  

Lingraj Majhi

Inspirational Others

ଡାକୁଛି ମାଁ

ଡାକୁଛି ମାଁ

1 min
189


କ'ଣ କହି ଡାକିବି ତୋତେ 

ମାଟି ନା ଜନମ ମାଟି 

କ'ଣ କହି ଚିହ୍ନିବି ତୋତେ

କଳିଙ୍ଗ ନା ଉତ୍କଳ ନା ଓଡିଶା କହି 

ସେ ଯାହା ହେଉ ନା କାହିଁକି

ଶୈଶବରୁ ମଶାଣି ଯାଏଁ

ତୁ ହି ତୋ ଆଦରି ନେଇଛୁ ମୋତେ 

ଏ ଦେହେ ତୋ'ରି ହିଁ ତୋ ଫୁଙ୍କ ପ୍ରବାହ ହେଉଛି 

ପିଣ୍ଡଳା'ଟି ର ପରିଚୟ ବୋଲି ଯଦି କିଛି ଅଛି

ତୋରି ଯୋଗୁଁ ହିଁ ତ ଅଛି ...

ଏତେ ସ୍ନେହ ,ଏତେ ମମତା 

ମୋତେ ତୁ ଯେଉଁ ଭାବେ ଢାଳି ଆସୁଛୁ 

ନିଶ୍ଚିତ ଭାବେ କ'ଣ ବୋଲି ଡାକିବି ତୋତେ 

ଭାବି ମୁଁ ପାରୁନି ଜମା...

ଲୋ ମମତାମୟୀ, ପୁଣ୍ୟମୟୀ

ମନା କରିବୁନି ଯଦି

ଭାରି ଇଚ୍ଛା ତ

ନେ ଆଜି ତୋତେ ଡାକୁଛି ମାଁ ।।



Rate this content
Log in

Similar oriya poem from Inspirational