ଗଣିତ
ଗଣିତ
ସୂକ୍ଷ୍ମ କୋମଳ ସୁତା ଖିଅଟିଏ ଭଳି
ବିଶ୍ୱାସର ବୁନିୟାଦୀ-
ଉପରେ ସମ୍ପର୍କର ମୂଳ ଦୁଆ
ଯେବେ ଛିଣ୍ଡିଯାଏ, ଭାଙ୍ଗିଯାଏ,
ଭୁଷୁଡ଼ି ଯାଏ
ଜୀଵନ ଜ୍ୟାମିତି
ଏବେ ଆଙ୍କିବାକୁ ପଡେ
ପ୍ରତିଟି ବ୍ୟବଧାନ
ସତେ ଯେମିତି ଜୀଵନ
ଏକ ଜଟିଳ ଗଣିତ ll
ସୂକ୍ଷ୍ମ କୋମଳ ସୁତା ଖିଅଟିଏ ଭଳି
ବିଶ୍ୱାସର ବୁନିୟାଦୀ-
ଉପରେ ସମ୍ପର୍କର ମୂଳ ଦୁଆ
ଯେବେ ଛିଣ୍ଡିଯାଏ, ଭାଙ୍ଗିଯାଏ,
ଭୁଷୁଡ଼ି ଯାଏ
ଜୀଵନ ଜ୍ୟାମିତି
ଏବେ ଆଙ୍କିବାକୁ ପଡେ
ପ୍ରତିଟି ବ୍ୟବଧାନ
ସତେ ଯେମିତି ଜୀଵନ
ଏକ ଜଟିଳ ଗଣିତ ll