Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krushna Chandra Dakua

Romance Others

3  

Krushna Chandra Dakua

Romance Others

ଇଏ ତୁମେ ନୁହେଁ ତ ?

ଇଏ ତୁମେ ନୁହେଁ ତ ?

1 min
11.7K


ଇଏ ତୁମେ ନୁହେଁ ତ,

କାହିଁକି କେଜାଣି,

ଭାରି ଅଚିହ୍ନା ଅଜଣା ଜଣାପଡୁଛି,

ସମୟର ଚଲାପଥରେ,

ପାଦ ଦୁଇଟା ବଦଳି ଯାଇଛି l


ପାଦ ଦୁଇଟି ମାଟି ଉପରେ ପକାଉ ପକାଉ,

ଆଜି ଯେମିତି ଶ୍ୱତଃ ମାଟି ଗୁଡାକ ଚମକୁଛନ୍ତି,

ବୋଧେ ହୁଏ ସେଇ ଶୂନ୍ୟ ଆବେଗର,

ମନ୍ତ୍ରମୁଗ୍ଧ ବଂଶୀ ସ୍ୱନ ଶୁଣିଦେଇଛନ୍ତି l


ଆଊ ତୁମେ'ବି ,

ଆଜି ସମ୍ପୁର୍ଣ୍ଣ ବଦଳାଇ ଦେଇଛ,

ତୁମ ଜୀବନଚର୍ଯ୍ୟା,

ବାନ୍ଧି ହୋଇଯାଇଛ ଫଗୁଣର ମାୟାଜାଲରେ .....!!


Rate this content
Log in

Similar oriya poem from Romance