Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract

3  

Chittaranjan Nanda

Abstract

ଈଶ୍ବର ଅଛନ୍ତି କି ନାହାନ୍ତି

ଈଶ୍ବର ଅଛନ୍ତି କି ନାହାନ୍ତି

1 min
374


ସମର୍ପଣତାରେ ଈଶ୍ବର ପ୍ରାପ୍ତି,

ମନ ସରଳତାରେ ମିଳେ ମୁକ୍ତି ।


କିଛି କହନ୍ତି ଇଶ୍ବରଙ୍କ ଅବତାର,

ସୃଷ୍ଟିକର୍ତ୍ତା ବହୁ କଳଙ୍କିତ ଅଧ୍ୟାୟର ।


ପାଇଛି ଯିଏ ଇଶ୍ବରଙ୍କ ସ୍ପର୍ଶ,

ଏହାତ ତା ମନ ଭିତର ବିଶ୍ୱାସ ।


ବହୁ ଲୋକ ପରା ଯୁକ୍ତି କରନ୍ତି,

କପୋଳକଳ୍ପିତ କଥା ତ କୁହନ୍ତି ।


କୋଭିଡ ଭୂତ ବିଶ୍ୱକୁ କନ୍ଦାଇଲା,

ମଣିଷ ପଣିଆ ସବୁ ଛଡ଼ାଇ ନେଲା ।


କୁହ, ମଣିଷକୁ ଛୁଇଁଲନି କେହି,

ଜୀବନ ଭୟରେ ଲୁଚିଲ କାହିଁପାଇଁ ।


ମଣିଷ ଏବେ ବନିଛି ଏକ ଜନ୍ତୁ,

ମାନବିକତା ଭରିବାକୁ କୁହନ୍ତୁ ।


ଘରେ ଘରେ ଆଜି ଲୁହ ଝରୁଛି,

ଗୁହାରି କର ଦୁଃଖ ଦେବେ ପୋଛି ।


ଇଶ୍ବରଙ୍କ ସତ୍ତା ମୁଁ କେବେ ପାଇନି,

ହଁ, ମୁଁ ତ ପାପୀ, ତେଣୁ ତାଙ୍କୁ ଦେଖିନି ।


Rate this content
Log in

Similar oriya poem from Abstract