Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Panda

Abstract Classics

4  

Pradeep Kumar Panda

Abstract Classics

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
11


କେଉଁ ନାମେ ପ୍ରଭୁ ଡାକିବି ତୁମକୁ

  ତୁମେ ଅଟ ସର୍ବନାମ,

 କେଉଁ ଭାବେ ପୂଜା କରିବି ପ୍ରଭୁ ହେ

  ନ ପାଇଲି ତୁମ ପ୍ରେମ !!


 କେଉଁ ଜଳେ ପାଦ ଧୋଇବି ପ୍ରଭୁ ହେ

   ଯା ପାଦେ ଗଙ୍ଗା ର ସୃଷ୍ଟି,

 କେଉଁ ଗୀତ ଗାଇ ତୋଷିବି ତୁମକୁ

   ତୁମ ଶ୍ଳୋକ ର ସମଷ୍ଟି !!


 କେଉଁ ଭୋଗ ଦେଇ ତୋଷିବି ତୁମକୁ

   ମହା ପ୍ରସାଦ ତୁମର,                  

କେଉଁ ଆସନ ସଜାଇବି ହରି ହେ

    ଖଗ ଆସନ ଯାହାର !!


Rate this content
Log in