କିଛି ନୂଆ ଆଶାରେ
କିଛି ନୂଆ ଆଶାରେ
1 min
377
କିଛି ନୂଆ ଆଶାରେ
କିଛି ସ୍ମୃତିକୁ ଚାପିଧରି
ଜୀବନ କାଟିବାକୁ
କାହାର ଅପେକ୍ଷା ନାହିଁ
କାହା ଅନୁସନ୍ଧାନ ନାହିଁ
କୌଣସି ସ୍ଥାନର ବି ଆଶା ନାହିଁ
କାହା ଜୀବନରେ ଦଖଲ ବି ନାହିଁ
କାହାକୁ ଆପଣେଇବାର ସାହସ ନାହିଁ
ଏକାକୀ ହେଲେ ବି ଜୀଉଁଥିବି
କଠୋର ହେଇ ରହିବି
ଇଚ୍ଛା ନଥିଲେ ବି ହସିବି ॥