Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhashree Bhattamisra

Tragedy

4.0  

Sudhashree Bhattamisra

Tragedy

ଲକ୍ଷ୍ୟ

ଲକ୍ଷ୍ୟ

1 min
173


ଅଜଣା ଇଲାକା ପାଲଟି ସାରିଛି ମୁଁ

ନିଜ ଇଲାକାରେ

ପ୍ରଶ୍ନ କରେ ନିଜକୁ ନିଜେ

ନିଃସଙ୍ଗ ଏକାକୀ ଲାଗେ ଜୀବନଟା, ସବୁଥାଇ

ବ୍ୟାଧି ନୁହେଁ ତ ଇଏ ମାନସିକ

ସତରେ ମୁଁ ପାଲଟି ଗଲିଣି

ପାଗଳ ପ୍ରାୟ

କେଉଁ ଉନ୍ମାଦନାରେ ଜାଣେନା

ସମୟ ସ୍ରୋତରେ ମୁଁ

କୁଟା ଖିଅ ଟିଏ

ଜାଣେନା ମୁଁ

ଲକ୍ଷ୍ୟ ଭ୍ରଷ୍ଟ, ପଥଭ୍ରଷ୍ଟ

ପହଂଚିବି ବୋଲି

ଲକ୍ଷସ୍ଥଳୀ, ଗନ୍ତବ୍ୟସ୍ଥଳୀ 


Rate this content
Log in

Similar oriya poem from Tragedy