Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nalini Subudhi

Tragedy

3  

Nalini Subudhi

Tragedy

ମା

ମା

1 min
117



କାହିଁ ଲୁଚି ଗଲୁ କଳା ବାଦଲ ରେ

ଖୋଜୁଛି ତତେ ଲୋ ମାଆ । 


ତୋ ପଣତ ଛାଇ ନାହିଁ ମୋଅ ପାଇଁ

ବିପଦେ କେହେବ ସାହା । 


ଆଖିରୁ ବୋହିଲେ ଅମାନିଆ ଅଶ୍ରୁ

ପୋଛି ଦେଉ ପଣତରେ  । 


ସୁଖୀଥିଲେ ମୁହଁ କୋଳେଇ ନେଉତୁ

ତୋର ବିଶାଳ ଛାତିରେ  । 


କେତେ ଉପଦେଶ ଦେଉଥିଲୁ ନିତି

ଚରିତ୍ର ସଂଯମ ପାଇଁ । 


ଦୁନିଆ ରେ ଆଜି ଆହା କରିବାକୁ

ସାହା ମୋର କେହି ନାହିଁ । 


ଫେରିଆଲୋ ମା ଖୋଜୁଛି ତୋଛୁଆ

ଫେରିଆ ମୋ ପାଖକୁ । 


ତୁ ନାହୁଁ ବୋଲି ଝୁରୁଛି ମୋ ଆତ୍ମା

ଚାହୁଁଛି ଦିଗ୍ ବଳୟକୁ  । 


Rate this content
Log in

Similar oriya poem from Tragedy