Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Romance

3  

Sanjya Tripathy

Romance

ପ୍ରୀତିଲଗ୍ନାପ୍ରୀତିଲଗ୍ନା ଆସିଛନ୍ତି

ପ୍ରୀତିଲଗ୍ନାପ୍ରୀତିଲଗ୍ନା ଆସିଛନ୍ତି

1 min
4



କରୋନା କଷଣର ମମଂତୁଦ ଯାତନାରେ

ମଂଦ ଅର୍ଥନୀତି ଓ ମଂଥର ଅଭିବୃଦ୍ଧିରେ

ଅସମୟରେ ଝଡିଯାଇଥିବା ଲକ୍ଷ ଲକ୍ଷ ଜୀବନରେ

ସଦ୍ୟ ଶରତର ଶିଶିର ବିଂଦୁରେ

ପାର୍ବଣର ମହକରେ- ହର୍ବୋତଲ୍ଲାସରେ

ସର୍ବତ୍ର ପରିବ୍ୟାପ୍ତ ଉଷତ୍, ଆନଂଦର ଆଲିକରେ

ପ୍ରୀତିଲଗ୍ନା ଆସିହଂତି :

ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ

କଂଠିତା ମୌସୁମୀର ଲୁଚକାଳି ଖେଳରେ

ଗଗନପୁଂବୀ, ଅକଥନୀୟ ଦରବୃଦ୍ଧିରେ ।

ପ୍ରୀତିଲଗ୍ନା ଆସିଛତି :

ପରାଜିତ ପ୍ରଜାପତିର ଉଙତା ଡେଣାରେ

ନୀଳତୃଷ୍ଣା ନିର୍ବାପନର ଅଦେଖା ଭିଡରେ

ମାଂସର ବିଳାପରେ-ଦିଗଭ୍ରଷ୍ଟ ନୂଆପୀଢିରେ

ପ୍ରୀତିଲଗ୍ନା ଆସିବେ :

ସଂଜୟ କୁମାର ତ୍ରିପାଠୀ

ସ୍ଵଚ୍ଛ ପାରଦର୍ଶୀ ପ୍ରଶାସନରେ

ଉତ୍ତମ କର୍ମସଂସ୍କୃତି-ଯୋଜନାର ସଠିକ୍ କ୍ରିୟାନ୍ୱୟନରେ

କ୍ଷୁଧାମୁକ୍ତ ବିଶ୍ଵର ସାର୍ଥକ ପରିକଳ୍ପନାରେ ।


Rate this content
Log in

Similar oriya poem from Romance