Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Abstract Inspirational

3  

Gangotri Priyadarshini

Abstract Inspirational

ରାଧା ପାଦ

ରାଧା ପାଦ

1 min
121



କୋଟି ଜନ୍ମର ସାର୍ଥକ ସମର୍ପଣ  

ପ୍ରେମ ପରାକାଷ୍ଠାର ଶ୍ରେଷ୍ଠ ନିଦର୍ଶନ

ଅନନ୍ତ ପ୍ରତୀକ୍ଷାରେ ସେ ବେନି ନୟନ

ଅପ୍ରାପ୍ତିରେ ପ୍ରାପ୍ତିର ପ୍ରତିଫଳନ

ଭକ୍ତି ରସାମୃତର ଆସ୍ୱାଦନ

ପରମ ଆରାଧ୍ୟ ପ୍ରେମର ପ୍ରତିଦାନ

ରାଧା ପଦ ପଲ୍ଲବ କୃଷ୍ଣ ଆବାହନ ।


Rate this content
Log in

Similar oriya poem from Abstract