Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan kumar Sahu

Fantasy

3.9  

Tapan kumar Sahu

Fantasy

ରଜନୀ

ରଜନୀ

1 min
242



ରଜନୀ ପ୍ରବେଶି ଚଉଦିଗ ସ୍ପର୍ଶୀ

ରମଣୀ ରବ ଚିନ୍ତିଲା

ରଟିଲା ଆନନ୍ଦେ ମହୀଧର ପ୍ରାଣୀ

ରସାଇ ଜୀବନ ଭାଳା ll

ରମଣୀ ରତନ ବାଳଇନ୍ଦୁ ଜାଣ

ଚିତ୍ତ ବିକାର ନାଶଇ

ରମ୍ୟ ମନୋହାରୀ ରଙ୍ଗେ ବିମ୍ବାଧରୀ

ଶୀତଳ ପରଶ ନେଇ ll

ରାମଣୀୟ କାନ୍ତି ସରସୀ ଲଭନ୍ତି

ସୁଧାକର କର ପାଇ

ସମୀରେ ଭାସୁଛି ଉତ୍ତାଳ ତରଙ୍ଗ

କୁମୁଦ କନକ ଧୋଇ ll

ରସନା ରସଭ ଭାସୁଅଛି ତହିଁ

କୋମଳାଙ୍ଗି ପୁଷ୍ପକେତୀ

ରଜତ ଦର୍ଶନ ଚନ୍ଦ୍ରିକା ମେଳିଛି

ପିୟୁଷ ପରମ ପ୍ରୀତି ll



Rate this content
Log in

Similar oriya poem from Fantasy