ସ୍ୱପ୍ନ
ସ୍ୱପ୍ନ
ରାତ୍ରିର ଅନ୍ଧାରି ଇଲାକା ନୁହେଁ ସ୍ୱପ୍ନର ଘର
ସ୍ବପ୍ନ ଆସେ, ଦିବସ, ରଜନୀ, ପ୍ରତିଟି,ମୁହୂର୍ତ୍ତ
ସ୍ବପ୍ନ ମୋର ରଙ୍ଗ ବେରଙ୍ଗୀ
ସୁନେଲି ଆଉ ରୂପେଲି
ସ୍ୱପ୍ନର ସାଗରରୁ ମୁଁ
ରୋମନ୍ଥନ, କରିଛି
କେତେ, କେତେ, ଶାମୁକା
ମୁକ୍ତା, ମୋତି ଆଉ ମାଣିକ୍ୟ
ତା ଠାରୁ ବି ମୂଲ୍ୟବାନ
ପଦାର୍ଥ ଅନେକ
ରାତ୍ରିର ଅନ୍ଧାରି ଇଲାକା ନୁହେଁ ସ୍ୱପ୍ନର ଘର
ସ୍ବପ୍ନ ଆସେ, ଦିବସ, ରଜନୀ, ପ୍ରତିଟି,ମୁହୂର୍ତ୍ତ
ସ୍ବପ୍ନ ମୋର ରଙ୍ଗ ବେରଙ୍ଗୀ
ସୁନେଲି ଆଉ ରୂପେଲି
ସ୍ୱପ୍ନର ସାଗରରୁ ମୁଁ
ରୋମନ୍ଥନ, କରିଛି
କେତେ, କେତେ, ଶାମୁକା
ମୁକ୍ତା, ମୋତି ଆଉ ମାଣିକ୍ୟ
ତା ଠାରୁ ବି ମୂଲ୍ୟବାନ
ପଦାର୍ଥ ଅନେକ