Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smita Rani Barik

Inspirational

3  

Smita Rani Barik

Inspirational

ଶିଷ୍ଯ କହେ ଗୁରୁଙ୍କୁ

ଶିଷ୍ଯ କହେ ଗୁରୁଙ୍କୁ

1 min
201



ଶିଷ୍ଯ କହେ ଗୁରୁଙ୍କୁ ଆଜି

ଶୁଣ ମୋ ଗୁରୁ ଇଶ୍ୱର (ତପସ୍ୱୀନି ମ୍ୟାମ୍) , 

ଧନ୍ଯ ହେବି ଆପଣଙ୍କ ହାତ ସ୍ପର୍ଶ

ରୂପ ସୌନ୍ଦର୍ଯ୍ୟର ଅପାର । 

ମୋ ମନରେ ମିଶି ବୁଦ୍ଧି ଗୁଡିକ

ମୋ ମନରୁ ଦୂରେଇ ଦିଅ , 

ମୋତେ ଆପଣ ଚକଟି ମାଟିପାତ୍ର କରି

ଆପଣଙ୍କ ଆର୍ଶୀବାଦ ଢାଳିଦିଅ । 

ଆପଣଙ୍କ ବେତ ଆକଟ ମାଧ୍ଯମେ

ଚିକ୍କଣ କରି ମେତେ , 

ଦୁନିଆ ଆଲୋକର ରୂପ ସଜେଇବା ପାଇଁ

ନେହୁରା ହେଉଛି କେତେ । 

ମଣିଷ ତିଆରି କାରଖାନା ମାଲିକ ଆପଣ

ରହିଥିବି ଆପଣଙ୍କ ଆଜ୍ଞାଧ୍ଯାନେ , 

ଏହି କାରଖାନାରେ ମୋତେ ଗଠନ କର ଯେ

ବଢାଇବା ମୋର ମନ । 

ରୂପ ଓ ଆକାରେ ଦେଇ ମୋତେ

ବିଦା କର ହେ ଗୁରୁଜନ , 

ଆପଣଙ୍କ ଆର୍ଶୀବାଦେ ସଂସାରେ ସଭିଙ୍କୁ

ସେବାରେ କରିବି ମୁଁ ସନମାନ । 

      


Rate this content
Log in

Similar oriya poem from Inspirational