ସନ୍ଦେହ
ସନ୍ଦେହ
କାହାଁନ୍ତି ତୁମ ଈଶ୍ୱର ?
ମୋତେ ଦେଖାଇ ଦେଇ ପାରିବ
ମୋତେ ଚିହ୍ନେଇ ଦେଇ ପାରିବ l
ଜନ୍ମରୁ ଆଜି ଯାଏଁ ଭୟରେ
ଯାହା ନାମକୁ ଜପି ଆସିଛି
ଯାହା ଗୁଣକୁ ଗାଇ ଆସିଛି
ସେଇ ଯଦି ତମ ଈଶ୍ୱର
ତେବେ ତା ବିରୁଦ୍ଧରେ
ଆଜି ମୋର ହଜାରେ ସନ୍ଦେହ !
କାହାଁନ୍ତି ତୁମ ଈଶ୍ୱର ?
ମୋତେ ଦେଖାଇ ଦେଇ ପାରିବ
ମୋତେ ଚିହ୍ନେଇ ଦେଇ ପାରିବ l
ଜନ୍ମରୁ ଆଜି ଯାଏଁ ଭୟରେ
ଯାହା ନାମକୁ ଜପି ଆସିଛି
ଯାହା ଗୁଣକୁ ଗାଇ ଆସିଛି
ସେଇ ଯଦି ତମ ଈଶ୍ୱର
ତେବେ ତା ବିରୁଦ୍ଧରେ
ଆଜି ମୋର ହଜାରେ ସନ୍ଦେହ !