Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debakumaracharya

Fantasy

4  

Debakumaracharya

Fantasy

ତୁମେ ୟଶ ନୁହଁ

ତୁମେ ୟଶ ନୁହଁ

1 min
220


ତୋଫାନ ର ରୂପ ନେଇ ଆସିଯିବା ପରେ, 

ଭାବିଥିଲି ଖେଳିଯିବ  

ମୋ ପ୍ରତି ଶିରା ପ୍ରଶିରାରେ, 

ସୃଷ୍ଟି କରି ଉତ୍ତାଳ ତରଙ୍ଗ  

ମନ ହୃଦୟ ରେ, 

ଶାନ୍ତ ହେବ - ମିଶିଗଲା ପରେ  

କଚାଡି ହେଇଯିବ ଯେବେ-

ଦରିଆ କୂଳରେ, 

କମିଯିବ ବେଗ; ବୃକ୍ଷ ମାଳା ବାହୁ ବନ୍ଧନ ରେ..!

କିନ୍ତୁ,

ତୋଫାନ ର ରୂପ ନେଇ ଆସିଯିବା ପରେ, 

ପଶିଯାଇ ପ୍ରଶ୍ବାସ ରୂପରେ, 

ବସିଗଲ ହୃଦ କନ୍ଦରର 

କେଉଁ ନିବୃତ କୋଣରେ, 

ନୀରବ ମୁଁ ଶୁଣିବାକୁ ତୁମ ପଦ ଧ୍ବନି, 

ଅନୁଭବ କରିବାକୁ ତୁମ ଉପସ୍ଥିତ 

ଶୁଣୁଛି ମୋ ହୃଦୟର ଶବ୍ଦ 

ବାରୁଛି ନିଶ୍ବାସର ବାତ୍ସ୍ନା 

ବସିଛି ମୁଁ ପଥର ରୂପରେ ।


Rate this content
Log in

More oriya poem from Debakumaracharya

Similar oriya poem from Fantasy