Pallabini Acharya

Others

3  

Pallabini Acharya

Others

ଗଳ୍ପ

ଗଳ୍ପ

1 min
18


ବାଘ ନା ଆସିଲେ ସବୁବେଳେ ଭୟ, ବିପଦ, ଡର ଭାବନା ମନକୁ ଆସିଥାଏ। ଆଉ ଏହା ମଧ୍ୟ ମନକୁ ଆସିଥାଏ ବାଘମାମୁଁ କଥା । ତେବେ ବାଘ କାହିଁକି ମାମୁଁ ସେ ନେଇ କୌଣସି ଅଧିକ ସୂଚନା ନାହିଁ। ଶିକାରୀ ଶ୍ରେଷ୍ଠ, ବିପୁଳ ବଳର ଅଧିକାରୀ ବାଘ । ମହାବଳ, ଚିତା ଆଦି ବାଘ ଜଙ୍ଗଲରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥାନ୍ତି। ଦିନ ଥିଲା ଆମ ଆଖପାଖ ଆଦି ଅଞ୍ଚଳରେ ବାଘଙ୍କ ଚରାଭୂଇଁ ଥିଲା । ମାତ୍ର ଏବେ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେବେ ଜଙ୍ଗଲର ରାଜା ବାଘକୁ ନେଇ ଆମର ଏହି ଉପସ୍ଥାପନା #ବାଘ କାହାଣୀ । ରକ୍ତମୁଖା ବାଘ, ନରଖାଦକ, ବାଘ ସହ ମୁହାଁମୁହିଁ, ବାଘ ଶିକାର, ଆଦି ଅନେକ ବାଘ ଗପ ଆମେ ମାନେ ସମସ୍ତେ ପୁରୁଖା ଲୋକଙ୍କ ଠାରୁ ଅଳ୍ପ ବହୁତେ ଶୁଣିଛନ୍ତି । ତେବେ ବାଘ ସହ ଜଡ଼ିତ ଏହି ଭଳି ଅନେକ ଲୋକକଥା, ଗଳ୍ପ, କାହାଣୀକୁ ପାଠକାଦୃତା କରିବା ପାଇଁ ଆମର ଏହି


Rate this content
Log in