Pallabini Acharya

Others

3.4  

Pallabini Acharya

Others

ରକ୍ଷୀ

ରକ୍ଷୀ

1 min
347


ଏବନ୍ଧନ ପ୍ରେମର, ଅନୁରାଗ, ଅନୁରଞ୍ଜନର। ଭାଇ ଓ ଭଉଣୀର ଦିନ । ଏପର୍ବ ଭାଇ ଓ ଭଉଣୀର ଏକ ମଧୁର ପର୍ବ ତଥା ଅଦମ୍ୟ ପ୍ରେମର ପ୍ରତୀକ। ଋତୁ ଚକ୍ରରେ ଆସେ ପବିତ୍ର ଶ୍ରାବଣ ମାସ। ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମାରେ ପଡ଼େ ସ୍ନେହ, ପ୍ରେମ, ରକ୍ଷାର ପବିତ୍ର ପର୍ବ; ରକ୍ଷାବନ୍ଧନ, ରାଖୀ ପୂର୍ଣ୍ଣିମା । ଏଉତ୍ସବ ଭାଇ-ଭଉଣୀ ପାଇଁ ଅଦ୍ଭୁତ, ଅମୂଲ୍ୟ, ଅନନ୍ତ ପ୍ରେମର ପର୍ବ । ରକ୍ଷା ବନ୍ଧନର ଶାବ୍ଦିକ ଅର୍ଥ ରକ୍ଷା କରିବାର ବନ୍ଧନ । ଏରାକ୍ଷୀ ଭଉଣୀର ରକ୍ଷା କବଚ ।ଭାଇ ହାତରେ ଭଉଣୀ ବାନ୍ଧି ଦିଏ ସ୍ନେହ, ପ୍ରେମ ମାୟା ,ମମତାର ଏକ ଅତୁଟ ଡୋରିକୁ । ଭାଇ ପାଇଁ ମନାସେ ସୁଖମୟ, ନିରାମୟ,


Rate this content
Log in