Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#SCWC S3: Lit Masters Award Round 2 (Quotes)

SEE WINNERS

Share with friends

ଷ୍ଟୋରୀମିରର୍ କଲେଜ ଲିଖନ ଚ୍ୟାଲେଞ୍ଜ୍ ସଂସ୍କରଣ-୩ର ଏକ ଅଂଶ ଭାବରେ ଲିଟ ମାଷ୍ଟର୍ସ ପୁରସ୍କାରର ଦ୍ଵିତୀୟ ଭାଗର ଅଂଶ ହୋଇଥିବାରୁ ଆମେ ସମସ୍ତଙ୍କୁ ଅଭିନନ୍ଦନ ଏବଂ ସ୍ୱାଗତ କରୁଛୁ ।

ସମସ୍ତ ୧୦ଟି ବିଷୟ ପାଇଁ ଆପଣଙ୍କୁ ପ୍ରତ୍ୟେକ ୧ଟି ଲେଖାଏଁ ଉଦ୍ଧୃତି ଦାଖଲ କରିବାକୁ ପଡିବ, ଏହିପରି ସମୁଦାୟ ୧୦ଟି ଉଦ୍ଧୃତି ପ୍ରସ୍ତୁତ କରନ୍ତୁ ।


ବିଷୟ -

1) ନେତୃତ୍ୱ

2) ବିଶ୍ୱାସ

3) ସମୟ

4) ହସ 

5) ସମ୍ପର୍କ

6) ଜୀବନ

7) ବିଫଳତା

8) ପ୍ରକୃତି

9) ପୁସ୍ତକ

10) ସୌନ୍ଦର୍ଯ୍ୟ


ନିୟମ:


ଆପଣଙ୍କୁ ସମସ୍ତ ୧୦ଟି ବିଷୟ ଉପରେ ଉଦ୍ଧୃତି ଦାଖଲ କରିବାକୁ ପଡିବ ।

ଧାରା ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

ଅଂଶଗ୍ରହଣକାରୀମାନେ ସେମାନଙ୍କର ମୌଳିକ ଲେଖା ଦାଖଲ କରିବା ଉଚିତ୍ ।

କେବଳ ଏହି ପ୍ରତିଯୋଗିତା ଲିଙ୍କ ବ୍ୟବହାର କରି ଦୟାକରି ଆପଣଙ୍କର ଲେଖା ଦାଖଲ କରନ୍ତୁ ।

ନିଶ୍ଚିତ କରନ୍ତୁ ଯେ, ଆପଣଙ୍କର କ୍ୟାମେରା ଅନ୍ ଅଛି ଏବଂ ଆପଣ ଜୁମ୍ ମିଟିଂ ଛାଡନ୍ତି ନାହାଁନ୍ତି ।

ଯଦି ଆପଣ ଦିଆଯାଇଥିବା ତାଲିକାରେ ଉଲ୍ଲେଖ ହୋଇନଥିବା ବିଷୟ ଉପରେ ଲେଖା ଦାଖଲ କରନ୍ତି, ତେବେ ଆପଣ ବିଜେତା ବର୍ଗ ପାଇଁ ବିବେଚିତ ହେବେ ନାହିଁ ।

 


ଶ୍ରେଣୀଗୁଡିକ:


ଉଦ୍ଧୃତି



ଭାଷା: ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡିଆ ଏବଂ ବଙ୍ଗଳା ।


ଦାଖଲ ସମୟ ଅବଧି: ୦୮ ମଇ, ୬:୦୦ ଅପରାହ୍ନ - ୬:୩୦ ଅପରାହ୍ନ ।