Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Others

3  

LALIT MOHAN DASH

Abstract Others

ଅଭୁଲା ରଜ

ଅଭୁଲା ରଜ

1 min
172


ଅଭୁଲା ସ୍ମୃତି କୁ କିଏ ବା ଭୁଲିବ

          କଷ୍ଟ ଦିଏ ବେଳେ ବେଳେ,

ପିଲାଦିନ ର ସେ ରଜ ଦୋଳି ଖେଳ

          ଆଜି ମନେପଡେ ହୃଦୟ ରେ !!


ୟା ଘର ତା ଘର ସାଙ୍ଗସାଥୀ ମେଳେ

          ବୁଲି କେତେ ଖେଳ ଖେଳୁ,

ନା ନା ରକମ ର ପିଠା ଖାଇ ପୁଣି

          ଶାଗ ପଖାଳ ରେ ରଜ ପାରୁ !!


ରଜ ର ମଉଜ ଆଜି କିନ୍ତୁ ନାହିଁ

          ଲାଗେ ସତେ ଫିକା ଫିକା,

ଓଡ଼ିଆ ସଂସ୍କୃତି ବଦଳି ଗଲାଣି

          ଇଣ୍ଟରନେଟ ଯୁଗ ପାଇଁ ଏକା !!


Rate this content
Log in

Similar oriya poem from Abstract