ଏତେ ନିର୍ଦ୍ଦୟ ହୁଅ କାହିଁ
ଏତେ ନିର୍ଦ୍ଦୟ ହୁଅ କାହିଁ
ହେ କରୋନା
ତୁମେ ଏତେ ନିର୍ଦ୍ଦୟ ହୁଅ କାହିଁ
ଚାଇନାର ଉହାନ ରୁ ସୃଷ୍ଟି ହୋଇ
ବ୍ୟାପି ଚାଲିଲା ସରାବିଶ୍ୱ
ମେଲାଇ ଚାଲିଲ
ତମ କାୟା ଚତୁର୍ଦିଗ
ଆତଙ୍କିତ
ଭୟଭୀତ
ସରାବିଶ୍ୱ ଏବେ
କିପରି ମୁକାବିଲା କରିହେବ
ଅଜଣା ଯେ ସଭିଙ୍କୁ
ତୁମ ପ୍ରେମର
ଆଘାତରେ କ୍ଷତାକ୍ତ ସରାବିଶ୍ୱ
ତୁମେ ନିର୍ଦ୍ଦୟ ହୁଅ ନାହିଁ
ଫେରିଯାଅ ଫେରିଯାଅ
ବିଶ୍ବରୁ ବିଦାୟ ନେଇ