ମାଣିକ ମୁକୁନ୍ଦ...
ମାଣିକ ମୁକୁନ୍ଦ...
ମାଣିକ ମୁକୁନ୍ଦ ଅବା ଅରବିନ୍ଦ
କେଉଁ ନାମେ ପ୍ରଭୂ ଡାକିବି ତୋତେ?
ଯେ ନାମେ ଡାକିଲେ ଶରଧା ଝରୁଛି
ଅପରୂପ କାନ୍ତି ଦିଶୁଛି ମୋତେ।
ସଭିିିଙ୍କ ଆଖିରେ ପଥର ଟିିିଏ ତୁ
ମୋ ହୃଦୟେ କିିନ୍ତୁ ଦିବ୍ୟ ହୃଦୟ।
ସକାଳର ଜୌତି ସଞର ଆଳତି
ପଥର ହେଲେବି କରୁୁୁଣାମୟ।
ମାଣିକ ମୁକୁନ୍ଦ ଅବା ଅରବିନ୍ଦ
କେଉଁ ନାମେ ପ୍ରଭୂ ଡାକିବି ତୋତେ?
ଯେ ନାମେ ଡାକିଲେ ଶରଧା ଝରୁଛି
ଅପରୂପ କାନ୍ତି ଦିଶୁଛି ମୋତେ।
ସଭିିିଙ୍କ ଆଖିରେ ପଥର ଟିିିଏ ତୁ
ମୋ ହୃଦୟେ କିିନ୍ତୁ ଦିବ୍ୟ ହୃଦୟ।
ସକାଳର ଜୌତି ସଞର ଆଳତି
ପଥର ହେଲେବି କରୁୁୁଣାମୟ।