ମାୟା
ମାୟା
ଚାଲ ବାବୁ ଭୁଲିଜା ସବୁ
କିଛି ନୁହେଁ ଏ ସବୁ
ଭଲ ପାଇବୁ ଧୋକ ଖାଇବୁ
ଖୁସି ବିକିକି ଦୁଃଖ କିଣିବୁ
ଅମୃତ ନୁହେଁ ବିଷ ପାଇବୁ
ନିଦ ହଜାଇ ସପ୍ନ ଖୋଜିବୁ
ଆଶା ବାନ୍ଧିଛୁ କିଛି ପାଇବୁ
କିଛି ମିଳିବନି ହରେଇ ଦବୁ
ସତ ଖୋଜିବୁ ମାୟା ପାଇବୁ
ଚାଲ ବାବୁ ଭୁଲିଯା ସବୁ
କିଛି ନୁହେଁ ଏ ସବୁ ।
ଚାଲ ବାବୁ ଭୁଲିଜା ସବୁ
କିଛି ନୁହେଁ ଏ ସବୁ
ଭଲ ପାଇବୁ ଧୋକ ଖାଇବୁ
ଖୁସି ବିକିକି ଦୁଃଖ କିଣିବୁ
ଅମୃତ ନୁହେଁ ବିଷ ପାଇବୁ
ନିଦ ହଜାଇ ସପ୍ନ ଖୋଜିବୁ
ଆଶା ବାନ୍ଧିଛୁ କିଛି ପାଇବୁ
କିଛି ମିଳିବନି ହରେଇ ଦବୁ
ସତ ଖୋଜିବୁ ମାୟା ପାଇବୁ
ଚାଲ ବାବୁ ଭୁଲିଯା ସବୁ
କିଛି ନୁହେଁ ଏ ସବୁ ।