Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryakanta parida

Romance

2  

Suryakanta parida

Romance

ଅପେକ୍ଷା

ଅପେକ୍ଷା

1 min
32



ଦେଖା ହେଲେ କହିବି ସେ ପୁରୁଣା କଥା 

ନୂଆ କିଛି ଅନୁଭୂତି ଆଉ ହୃଦୟର ବ୍ୟଥା 

ତୁ ନାହୁଁ କିଛି ନାହିଁ ଆଜି ମୁଁ ନିଃସହାୟ 

ତୋ ବିନା ଦୁନିଆଟା ଲାଗେ ଏକାଏକା 

ହୃଦୟ ସମୁଦ୍ରରେ ତମ ସ୍ମୃତି ସାଜିଛି ନୌକା 

ଆଜି ବି ଆଖି ତମକୁ ହି ଖୋଜେ କରିଛି 

    ତମରି ଅପେକ୍ଷା 



Rate this content
Log in

Similar oriya poem from Romance