Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryakanta parida

Romance Fantasy

3  

Suryakanta parida

Romance Fantasy

ସ୍ୱାତିଲଗ୍ନ ବର୍ଷାରେ ସଦ୍ୟ ସ୍ନାତା ଅମୃତା

ସ୍ୱାତିଲଗ୍ନ ବର୍ଷାରେ ସଦ୍ୟ ସ୍ନାତା ଅମୃତା

1 min
281



ହେରୂପଶ୍ରୀ ପହିଲି ଆଶାଡ଼ରେ ତମେ ହଳଦୀ ମାଖୀନେଲ !

         ତମ ସତର ବୟସି ଦେହରେ !

!ଆଖିରେ ତମର କଜ୍ଵଳ ନା ଆଷାଢ ମେଘ ରୁ ଛିଟାଏ !

    ହସିଦେଲେ ଖସିପଡ଼େ ଜହ୍ନ ର ଟୁକୁଡା !

     ଲାଜ ମିଶା କଥାରେ ରେ ତୁମର 

     ପେନ୍ଥା ପେନ୍ଥା ନାଲି କୃଷ୍ଣଚୂଡ଼ା !

    ସେଥି ଲାଗି ସ୍ଵପ୍ନ ଭିଜା ମନରେ ତୁମର !

      କରିଦେଲି ସବୁଜ ସ୍ୱାକ୍ଷର !

     ତେବେ କଣ ମୁଁ ବଂଚିଯିବି !

      ସ୍ଥିତିରେ ନା ତୁମରି ସ୍ମୃତି ରେ !

       ପାଲଟି ଗୋଟିଏ ଅକ୍ଷର !


Rate this content
Log in

Similar oriya poem from Romance