Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kananbala Das

Fantasy

4.0  

Kananbala Das

Fantasy

ମଗ୍ନ ପ୍ରତ୍ୟୟ

ମଗ୍ନ ପ୍ରତ୍ୟୟ

1 min
205



ତୋ ଛନ୍ଦା ଚରଣେବନ୍ଧା ମୋ ଜୀବନ


ଆକର୍ଷିତ କରେ ତୋର ବଂଶୀସ୍ଵନ


ପାଦରେ ବାନ୍ଧିଛି ତୋ ପାଇଁ ନୁପୁର


ରୁଣୁଝୁଣୁ ଶୁଭେ ପାଉଁଜି ର ସ୍ୱର


ପାଦରେ ଅଳତାଆଖିରେ କଜଳ


ଗଭାରେ ବାନ୍ଧିଛିଗଜରାର ମାଳ


ଘୁଙ୍ଗୁର ମୋ ନାଚିଯାଏତୋରବଂଶୀସ୍ବନେ,


ବ୍ୟାକୁଳ ହେଉଛି ମନଯିବାକୁ କଦମ୍ବ ବନେ।


କାହ୍ନାରେ


ତୋର ଆକର୍ଷଣ,


କରେ ସମ୍ମୋହନ,


ମନେ ଭରି ଆଲୋଡନ


ଆମ ପ୍ରେମ ନୁହେଁ ଅକାରଣ


ଶାଶ୍ୱତ ,ପବିତ୍ର,ଅପ୍ରାକୃତ


ପୁଣି ଦେହାତିତ,


ଦୁଇ ଦେହ ଏକ ମନ ଏକ ପ୍ରାଣ


ପୁଲକେ ପ୍ରତୀତ,


ପ୍ରୀତିରେ ଭରା ସ୍ପନ୍ଦନବନ୍ଧାଆମେ ଚିରଦିନ,


ଅଫୁରନ୍ତ ଆଶାରଅନ୍ତରଙ୍ଗ ଶ୍ରଦ୍ଧାର,


ନିଃସର୍ତ୍ତ ପ୍ରେମରଅସରନ୍ତି ଧାର,


ଅଭିଲାଷୀ ମଗ୍ନ ପ୍ରତ୍ୟୟର!!



Rate this content
Log in

Similar oriya poem from Fantasy